ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି କାମ ଆରମ୍ଭ ହୋଇଯାଇଛି । ଆଉ ଏଥିପାଇଁ ରଥଖଳା ଚଳଚଂଚଳ ହୋଇପଡିଛି । ବୁଧବାର ସଂଧ୍ୟାରେ ତିନୋଟି ରଥ ପାଇଁ ୪୨ଟି ତୁମ୍ବ ଗୋଲେଇ ସରିଥିବା ବେଳେ ଆଜି ଅପରାହ୍ନରେ ତୁମ୍ବରେ ବିନ୍ଧ ଅନୁକୂଳ କରାଯିବା ନେଇ ପ୍ରସ୍ତୁତି ଚାଲିଛି । ଆଜି ରଥଥଳାରେ ତୁମ୍ବ ସହ ସୂତା ବାଡିଆ ହବ । ଆଉ ଏଥିରେ ପାହି ମହାରଣା ଓ ସୁତାର ମହାରଣାଙ୍କ ପ୍ରମୁଖ ଭୂମିକା ରହିଛି ।
Read More >