କାଲିଠୁ ଆରମ୍ଭ ହେବ ଆଇପିଏଲ୍ ମହାସମର
Khabar Odisha:The-IPL-14th-season-will-start-tomorrow

ମୁମ୍ବାଇ,୮ଏପ୍ରିଲ(ଖବର ଓଡିଶା); ଦେଶରେ କରୋନା ସଂକ୍ରମଣ ଯେତେ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ସେହିପରି କ୍ରିକେଟ ପ୍ରେମିମାନଙ୍କ ମନରେ ମଧ୍ୟ ବଢିଚାଲିଛ ଆଇପିଏଲ୍ ମହାସମର ପଇଁ ଉତ୍କଣ୍ଟା । ବିଭିନ୍ନ ଦଳର ଖେଳାଳି ମାନଙ୍କ ସହିତ ବିଭିନ୍ନ ଟେକ୍ନିସିଆନ ମାନେ ମଧ୍ୟ କରୋନାରେ କରୋନାରେ ସଂକ୍ରମିତ ହେବା ପରେ ବହୁ ଆଶା ଆଶଙ୍କା ଭିତରେ ଆଶନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ସହାସମର ଆଇପିଏଲ୍ ।

ଆଶନ୍ତା କାଲି ହେବାକୁ ଥିବା ଉଦ୍ଘାଟନୀ ମ୍ୟାଚ୍‌ରେ ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁୁ ବିରାଟଙ୍କ ନେତୃତାଧିନ ରୟାଲ୍ ଚ୍େୟଲଞ୍ଜର ବାଙ୍ଗଲୋର କଡା ଟକ୍କର ଦେବ ବୋଲି ଦର୍ଶକେ ଆଶା ବାନ୍ଧି ବଷିଛନ୍ତି । ତେବେ ଦେଶରେ ବଢୁଥିବା ସଂକ୍ରମଣ ଏବଂ ବିଭିନ୍ନ ଦଳର ଖେଳାଳି ମାନେ ସଂକ୍ରମିତ ହେଉଥିଲେ ମଧ୍ୟ ଆଇପିଏଲ୍ ଆୟୋଜନକୁ ନେଇ ବିଭିନ୍ନ ମହଲରେ ନାପଶନ୍ଦ କରାଯାଉଛି ।

ତେବେ ଗତବର୍ଷ ଦେଶରେ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲ୍ କୁ ୟୁଏଇକୁ ନେଇଯାଇଥିଲା । ହେଲେ । ଏ ବର୍ଷ ଭାରତେର ୬ଟି ଷ୍ଟାଡିୟମରେ ମ୍ୟାଚ୍ ଗୁଡିକ ଆୟୋଜନ ନେଇ ପ୍ରସ୍ତୁତି କରିଛି ବିସିସିଆଇ ।

  • Tags:

Subscribe

National International State Sports Entertainment