ଟି୨୦ ବିଶ୍ୱକପ: ପରାଜିତ ହେଲା ଭାରତ, ବିଜୟୀ ହେଲା ସାଉଥଆଫ୍ରିକା
Khabar Odisha:T20-World-Cup-India-defeated-South-Africa-won
ନୂଆଦିଲ୍ଲୀ,ଅକ୍ଟୋବର ୩୦(ଖବର ଓଡିଶା):

ଟି୨୦ ବିଶ୍ୱ କପରେ ଭାରତ ଠାରୁ ଜିତିଲା ଦକ୍ଷିଣ ଆଫ୍ରିକା  । ପ୍ରଥମ ଇଂନିସରେ ଭାରତ ୨୦ ଓଭରରେ ୧୩୩ ରନ୍ କରିଥିବା ବେଳେ ବିଜୟ ଫିଛା କରି ଦକ୍ଷିଣ ଆଫ୍ରିକା ୨ଟା ବଲ ବାକିଥିବାବେଳେ ବିଜୟ ହାସଲ କରିଛି ସାଉଥଆଫ୍ରିକା  ।

ଭାରତ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ୧୩୪ ରନର ଟାର୍ଗେଟ ଦେଇଥିଲା । ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୩୩ ରନ କରିଥିଲା । ସୂର୍ଯ୍ୟକୁମାର ଯାଦବ ଲଢ଼ୁଆ ଅର୍ଦ୍ଧଶତକ ପାଳି ଭାରତକୁ ଆଗକୁ ନେବାରେ ସହାୟକ ହୋଇଥିଲା  ।

  • Tags:

Subscribe

National International State Sports Entertainment