ମୁଲାନପୁରର ମହାରାଜ ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ରେ ୫୧ ରନରେ ବିଜୟୀ ହୋଇଛି। ଏହି ପରାଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ସେ ଏବଂ ଶୁଭମନ ଗିଲ କ୍ରିଜରେ ଅଧିକ ସ୍ଥିର ବ୍ୟାଟିଂ କରିବା ଉଚିତ ଥିଲା। ଦଳକୁ ଦକ୍ଷିଣ ଆଫ୍ରିକାଠାରୁ ଶିଖିବାକୁ ପଡିବ।
Read More >