ଦୂତୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଲିମ୍ପିକ୍ସ ମନ୍ତ୍ର
Khabar Odisha:PM-Modi-for-encouragement-Olympic-bound-athlete-Dutee-Chand

ନୁଆଦିଲ୍ଲୀ,ଜୁଲାଇ ୧୪(ଖବର ଓଡ଼ିଶା):ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ସ ୨୦୨୦ ର ୧୦ ଦିନ ପୂର୍ବରୁ, ଭାରତୀୟ ଖେଳାଳୀ ମାନଙ୍କ ଏହି ସପ୍ତାହରେ ଟୋକିଓ ଅଭିମୁଖେ ଯାତ୍ରା କରିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ଉତ୍ସାହିତ କରିଛନ୍ତି।

ଏହି ଅଲୋଚନା ପରେ ଦୂତୀ ଏକ ଟ୍ୱିଟ୍ କରି ଲେଖିଛନ୍ତି, "ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ଏବଂ ସମସ୍ତ ଆଥଲେଟ୍, ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ମୁଁ କୃତଜ୍ଞ। ଆପଣଙ୍କର ଉତ୍ସାହ ନିଶ୍ଚିତ ଭାବରେ ଆମକୁ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଯୋଗାଇବ ବୋଲି " ୧୦୦ ମିଟର ଏବଂ ୨୦୦ ମିଟର ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦୂତୀ କହିଛନ୍ତି।

  • Tags:

Subscribe

National International State Sports Entertainment