ଆଇପିଏଲ୍ ୨୦୨୬ ନେଇ କ୍ରିକେଟ୍ ଜଗତ ବର୍ତ୍ତମାନ ବ୍ୟସ୍ତ ଥିବା ବେଳେ ପାକିସ୍ତାନୀ ଖେଳାଳି ଫାତିମା ସାନା ମହିଳା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ୫୦ ରନ୍ ସଂଗ୍ରହ ସହ ରେକର୍ଡ ସ୍ଥାପନ କରିଛନ୍ତି। ଏହା ସହିତ ପାକିସ୍ତାନୀ ବ୍ୟାଟର ଜଣେ ଭାରତୀୟ ଖେଳାଳିଙ୍କ ରେକର୍ଡ ଭାଙ୍ଗିଛନ୍ତି।
Read More >