ଅଲମ୍ପିକ୍ସରେ ଭାଗନେବ ଭାରତୀୟ କ୍ରିକେଟ ଟିମ
Khabar Odisha:India-open-to-participate-in-2028-Olympics

୧୭ଏପ୍ରିଲ(ଖବର ଓଡିଶା); ୨୦୨୮ରେ ଲସ୍ ଏଞ୍ଜେଲ୍ସ ରେ ହେବାକୁ ଥିବା ଅଲମ୍ପିକ୍ସରେ ଅଂଶ ଗ୍ରହଣ କରିବାକୁ ବିସସିଆଇର ଏକ ଉଚ୍ଚସ୍ଥରିୟ ବୈଠକରେ ନିଷ୍ପତି ହୋଇଛି । ଯଦି ୨୦୨୮ ଅଲମ୍ପିକ୍ସ ରେ କ୍ରିକେଟକୁ ଖେଳ ସୂଚି ମଧ୍ୟରେ ଯୋଡାଯାଏ । ତେବେ ଆସନ୍ତା ୨୦୨୨ ରେ ଇଂଲଣ୍ଡରେ ହେବାକୁ ଥିବା ରାଜ୍ୟଗୋଷ୍ଠି ପ୍ରତିଯୋଗିତାରେ ଭାରତିୟ ମହିଳା କ୍ରିକେଟ ଟିମ୍ ପ୍ରତିଯେଅଗିତା କରିବାକୁ ପୁର୍ବରୁ ସ୍ଥିର ହୋଇଛି । 

ତେବେ ପୁର୍ବରୁ ବିସସିଆଇ ନାଡା ଅଧିନରେ ରହିବାକୁ ଚାହୁଁନଥିଲା ବେଳୈ ଏବେ ଏହା ନାଡାର ଅନ୍ତର୍ଗତ ହେବାରୁ ଏହ ସମ୍ଭବ ହୋଇ ପାରିଛି । ତେବେ ଭାରତୀୟ କ୍ରକେଟ ଟିମ ଅଲମ୍ପିକ୍ସ ରେ ଅଂଶ ଗ୍ରହଣ କରିବା ପାଇଁ ଭାରତୀୟ ଅଲମ୍ପିକ୍ସ ଉପରେ ମଧ୍ୟ ନିର୍ଭର ହେବାକୁ ପଡିବ ।

  • Tags:

Subscribe

National International State Sports Entertainment