ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଯୁବ ଅଧିନାୟକ ଶୁଭମନ ଗିଲ୍ ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ରେ ଦ୍ଵିଶତକ ହାସଲ କରିଛନ୍ତି।ନିଜର ଏହି ଇନିଂସ ଜରିଆରେ ଗିଲ୍ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ଏଜବାଷ୍ଟନରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ଗିଲ୍ ୩୧୧ ବଲ୍ରେ ୨୦୦ ରନ ପୂରଣ କରିଛନ୍ତି। ଏହା ସହିତ ଶୁଭମନ ଗିଲ୍ ସେନା ଦେଶରେ ଦ୍ଵିଶତକ ଲଗାଇବାରେ ପ୍ରଥମ ଏସିଆ ଅଧିନାୟକ ହେବାର ଉପଲବ୍ଧି ହାସଲ କରିଛି।
Read More >