ଆଜି ମହାନ କବିତା ପାଠ ଦିବସ। ଏହି ଦିବସକୁ ୧୯୪୪ ମସିହା ଏପ୍ରିଲ ୨୮ ତାରିଖ ଅର୍ଥାତ ଆଜିର ଦିନରେ ପାଳନ କରାଯାଏ। ଏହା ଏକା କଳାତ୍ମକ ଅଭିବ୍ୟକ୍ତ ଯାହା ସମୟ ଏବଂ ସଂକୃତିର ସୀମା ଗ୍ରହଣ କରେନାହି। ଶବ୍ଦ ବ୍ୟବହାର କରି କବିମାନେ ଚିତ୍ର ଆଙ୍କନ୍ତି ଯାହା ଅନୁଭୂତି , ଭାବନା ବିଷୟରେ ଅଧିକ ସୂଚନା ଦେଇପାରେ। ତେବେ ଏହି ଦିବସ ପାଳନ କରିବାର ମୁଖ୍ୟ ଉଦେଶ୍ୟ ହେଲା ସମସ୍ତଙ୍କ ନିକଟରେ କବି ଏବଂ କବିତାରେ ଲିଖିତ ଲେଖାର ତାତ୍ପଯ୍ୟକୁ ପ୍ରତିପାଦିତ କରିବା। ତେବେ ଆଜିର ଏହି ଦିନକୁ ସମସ୍ତ ଆବୁସ୍ଥାନ ପକ୍ଷରୁ କବିତା ମହୋତ୍ସବ କାର୍ଯ୍ୟକ୍ରମ କରାଯାଇ କବିମାନେ ଏକାଠି ହୋଇ ବେଶ ଧୁମ ଧାମରେ ପାଳନ କରିଥାନ୍ତି।