ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଶକ୍ତିଶାଳୀ ଯୁଦ୍ଧବିମାନ 'ରାଫେଲ୍'କୁ ନେଇ ପାକିସ୍ତାନର ମିଛ ଦାବିର ପର୍ଦ୍ଦାଫାଶ ହେବା ପରେ ଏବେ ଦେଶରେ ରାଜନୀତି ଗରମ ହେବାରେ ଲାଗିଛି। 'ଅପରେସନ୍ ସିନ୍ଦୂର' ସମୟରେ ଭାରତର ରାଫେଲ୍ ବିମାନକୁ ଖସାଇ ଦେଇଥିବା ନେଇ ପାକିସ୍ତାନ ଯେଉଁ ଦାବି କରିଥିଲା, ତାହା ସମ୍ପୂର୍ଣ୍ଣ ମିଛ ବୋଲି ବାୟୁସେନାର ଏକ ସରକାରୀ ଦସ୍ତାବିଜରୁ ସ୍ପଷ୍ଟ ହୋଇଛି। ଏ
Read More >