ନୂଆଦିଲ୍ଲୀ: ମୁଁ ସଂସଦକୁ ହୋହାଲ୍ଲା କରିବାକୁ, ଚିତ୍କାର କରିବାକୁ, ମାଇକ୍ ଭାଙ୍ଗିବାକୁ କିମ୍ବା ଗାଳି ଦେବାକୁ ଆସି ନାହିଁ । ମୁଁ ଜନତାଙ୍କ ପ୍ରସଙ୍ଗ ଉଠାଇବାକୁ ଆସିଛି । ଆଜି ପୁଣି ଥରେ ନିଜ ଦଳର ମିଛକୁ ପଦାରେ ପକାଇ ଏଭଳି କହିଛନ୍ତି ସାଂସଦ ରାଘବ ଚଢ଼ା । Read More >
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କେରଳର ତିରୁଭଲ୍ଲାରେ ଏକ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପିଏମ୍ ମୋଦୀ ରାଜ୍ୟର ବର୍ତ୍ତମାନର ଏଲଡିଏଫ୍ (LDF) ସରକାରଙ୍କ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି ଯେ, ଏପ୍ରିଲ ୯ରେ ଭୋଟ୍ ଗ୍ରହଣ ଏବଂ ମେ ୪ ତାରିଖରେ ଦଶନ୍ଧି ଦଶନ୍ଧି ଧରି ଚାଲିଥିବା କୁଶାସନର ଅନ୍ତ ଘୋଷଣା ହେବ। Read More >
ଭୁବନେଶ୍ୱର: ମାସେ କାଳ ଧରି ବିଧାନସଭା ଚାଲିଥିବା । ଟିକେ ସମୟ ବିତାଇବାକୁ ସମସ୍ତ ବିଧାୟକ ଦିଲ୍ଲୀ ବୁଲିବାକୁ ଯାଇଥିଲୁ ବୋଲି ଫେରିବା ପରେ କହିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ । ତେବେ ବିଧାୟକ ଦଳ ପରିବର୍ତ୍ତନ ଆଲୋଚନା ଗୁଜବ ଥିବା କହିଛନ୍ତି କଂଗ୍ରେସ ବିଧାୟକ । Read More >
ନୂଆଦିଲ୍ଲୀ: କଂଗ୍ରେସ ଭିତରେ ପୁଣି ଥରେ ମତଭେଦ ଗଭୀର ହେଉଥିବ ଦେଖିବାକୁ ମିଳିଛି । ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ, ଭାରତର ବିଦେଶ ନୀତି ଦେଶରେ ଏଲପିଜି ଯୋଗାଣ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ପାର୍ଟିର ଶୀର୍ଷ ନେତୃତ୍ୱ ଓ ବରିଷ୍ଠ ନେତାଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି । Read More >
କେରଳର ମଲାପ୍ପୁରମରେ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ କାଫଲା ଉପରେ ଶୁକ୍ରବାର ଆକ୍ରମଣ ହୋଇଥିଲା। ଥରୁର ମାଲାପ୍ପୁରମର ୱାଣ୍ଡୁରରେ ଆନ୍ନା ଆଫ୍ରିକୀୟ ଅନିଲ କୁମାରଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। ଏକ କାରରେ କିଛି ଲୋକ ତାଙ୍କ ଗାଡ଼ିକୁ ଅଟକାଇ ତାଙ୍କ ବନ୍ଧୁକଧାରୀଙ୍କୁ ଗାଳିଗୁଲଜ କରିଥିଲେ, ପରେ ତାଙ୍କୁ ଆକ୍ରମଣ କରିଥିଲେ। ବନ୍ଧୁକଧାରୀ ନିଜେ ଏହି ମାମଲାରେ ଅଭିଯୋଗ କରିଛନ୍ତି। Read More >
ଭାରତୀୟ ରାଜନୀତିରେ କ୍ଷମତାର ସମୀକରଣ କ୍ଷଣିକରେ ବଦଳିଯାଏ। ଯେଉଁ ନେତାମାନେ ଦିନେ ଦଳର ଶୀର୍ଷରେ ଥିଲେ ଏବଂ ଯାହାଙ୍କ ସ୍ୱରକୁ ଦଳର ଆଦେଶ ବୋଲି ମାନୁଥିଲେ, ଆଜି ସେମାନେ ନିଜ ଦଳ ମଧ୍ୟରେ କୋଣଠେସା ହୋଇ ରହିଛନ୍ତି। Read More >
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ଯୁବ ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇବାକୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ତାଙ୍କର କହିବାର ଅଧିକାରକୁ ଦଳ ଛଡ଼ାଇ ନେବା ପରେ ଆହୁରି ସ୍ୱର ଶାଣିତ କରିଛନ୍ତି ରାଘବ । ସେ ଶୁକ୍ରବାର ଏକ ଭିଡ଼ିଓ ଜାରି ଆପ୍ ଦଳ ଉପରେ ଖୁବ ବର୍ଷିଛନ୍ତି । ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ଆତିଶୀ ମାର୍ଲେନା ରାଘବ ଚଢ଼ାଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । Read More >
ନୂଆଦିଲ୍ଲୀ: ରାଜ୍ୟସଭାର ସର୍ବକନିଷ୍ଠ ସଦସ୍ୟ ରାଘବ ଚଢ଼ାଙ୍କ ଉପରେ ଆମ୍ ଆଦମୀ ପାର୍ଟୀ ଖପ୍ପା । ଗୁରୁବାର ରାଘବଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇବାକୁ ଆପ୍ ଦଳ ସଚିବାଳୟକୁ ଚିଠି ଲେଖିଛି । ଚଢ଼ାଙ୍କ ସ୍ଥାନରେ ପଞ୍ଜାବର ସାଂସଦ ଅଶୋକ ମିତ୍ତଲଙ୍କୁ ଦଳ ଉପନେତା ଭାବେ ଚୟନ କରିଛି । ଖାଲି ସେତିକି ନୁହେଁ, ଦଳୀୟ ଚିଠିରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ରାଘବ ଚଢାଙ୍କୁ ଆପ୍ ଦଳର କୋଟା ଅନୁଯାୟୀ କହିବା ପାଇଁ ସମୟ ନ ଦିଆଯାଉ । Read More >
ବିହାର ରାଜନୀତିରେ ପୁଣିଥରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳୁଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏଥିପାଇଁ ସେ କୁଆଡ଼େ ଭାରତୀୟ ଜନତା ପାର୍ଟି (BJP) ର ସବୁଜ ସଙ୍କେତ ବା ସିଗନାଲ୍କୁ ଅପେକ୍ଷା କରିଛନ୍ତି। Read More >
ଭୁବନେଶ୍ୱର: ରାଜ୍ୟ ସରକାର ଜିଲ୍ଲା ଯୋଜନା କମିଟି ଗଠନ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲା ପାଇଁ ୩୦ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ତାଲିକାରେ ୪ ଜଣ ମନ୍ତ୍ରୀ ଏବଂ ୨୬ ଜଣ ବିଧାୟକଙ୍କ ନାମ ସାମିଲ ରହିଛି । ଏହି ସମସ୍ତ ବିଧାୟକ ଏବଂ ମନ୍ତ୍ରୀ ନିର୍ଦ୍ଧାରିତ ଜିଲ୍ଲାର ଯୋଜନା କମିଟିର ଅଧ୍ୟକ୍ଷ ରହିବେ । Read More >
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ସରଗରମ ଜାରି ରହିଛି। ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନରେ ବ୍ୟସ୍ତ ଅଛନ୍ତି। ଭାରତୀୟ ଜନତା ପାର୍ଟି ଗତ ମଙ୍ଗଳବାର ୧୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକାରେ ଏମିତି ଏକ ନାମ ରହିଛି, ଯାହା ସାମ୍ନାକୁ ଆସିବା ପରେ ନଣନ୍ଦ ଏବଂ ଭାଉଜଙ୍କ ମଧ୍ୟରେ ଲଢ଼େଇ ସ୍ପଷ୍ଟ ହୋଇଯାଇଛି। Read More >
ଭୁୁବନେଶ୍ୱର: ସରିଲା ବିଧାନସଭାର ବଜେଟ୍ ଅଧିବେଶନ । ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବୀ ହେଲା ଗୃହକାର୍ଯ୍ୟ । ମାର୍ଚ୍ଚ ୨ରୁ ଆରମ୍ଭ ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ୫ଟି କାର୍ଯ୍ୟ ଦି Read More >
୪୮ ଘଣ୍ଟାରେ ଡିଲ୍ କର, ନଚେତ୍ ଗମ୍ଭୀର ପରିଣାମ ଭୋଗିବ; ଇରାନକୁ ଟ୍ରମ୍ପଙ୍କ ଚରମବାଣୀ
IPL 2026: ମୁମ୍ବାଇର ବ୍ୟାଣ୍ଡ ବଜାଇଲେ ସମୀର ରିଜଭି, ଦିଲ୍ଲୀର କ୍ରମାଗତ ୨ୟ ବିଜୟ
କାର୍ଯ୍ୟରେ ଅବହେଳା ପାଇଁ କଡ଼ା ଆକ୍ସନ; ବିଏଲ୍ଓ ନିଲମ୍ବିତ
ଧାମନଗରରେ ଅଘଟଣ; ରାସ୍ତାକଡକୁ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୪