ଭୁବନେଶ୍ୱର: ବିଧାନସଭା ପରିସରରୁ ଚୋରି ହୋଇଥିବା ସାମଗ୍ରୀ ଫେରାଇବାକୁ କଂଗ୍ରେସ ଚିଠି ଲେଖିଛି । ସୁନା ଚେନ୍, ଘଣ୍ଟା, ପ୍ୟାଣ୍ଟ୍, ସାର୍ଟ, ଚଷମା ଆଦି ଚୋରି ସାମଗ୍ରୀ ଫେରାଇବାକୁ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଲେଖିଛନ୍ତି । Read More >
ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ଟିକେ ଉପରକୁ ଉଠିଥିବା କଂଗ୍ରେସ ପ୍ରଥମ ଗୋଟି ଖେଳିଛି । ବିଜେପି ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ନେତୃତ୍ୱରେ ୧୫ ଜଣିଆ ସଦସ୍ୟ ଦସ୍ତଖସ୍ତ ସମ୍ବଳିତ ଅନାସ୍ଥା ପ୍ରସ୍ତାବ ବିଧାନସଭା ବାଚସ୍ପତିଙ୍କ ଜରିଆରେ ପ୍ରଦାନ କରାଯାଇଛି । ତେବେ ଏହି ଅନାସ୍ଥା କାର୍ଯ୍ୟକାରୀ ହେବ ନା କାଟ୍ ଖାଇବ ତାହା ସ୍ପଷ୍ଟ ହୋଇସାରିଛି Read More >
ଭୁବନେଶ୍ୱର: ମୋହନ ସରକାରଙ୍କ ବିରୁଦ୍ଧରେ କଂଗ୍ରେସ ଆଜି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛି । ନିୟମ ଅନୁସାରେ ବାଚସ୍ପତିକୁ ଏହାକୁ ଗ୍ରହଣ କରିବା ସହିତେ ଆଲୋଚନା କରିବାକୁ ଅନୁମତି ଦେବେ । ବିଜେଡ଼ି ସମର୍ଥନ କରିବ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ସେପଟେ ଜଗତେ କେବଳ ଜନେ ହସିବେ ବୋଲି କଟାକ୍ଷ କରିଛନ୍ତି ବିଜେପି ସଦସ୍ୟ ବାବୁ ସିଂ । Read More >
ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ତାହାହିଁ ହୋଇଛି । ଦୀର୍ଘ ଦେଢ଼ ବର୍ଷର ବିଜେପି ସରକାର ପରେ ଆସିଛି ଅନାସ୍ଥା ପ୍ରସ୍ତାବ । ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ମୋହନ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ବିଧାନସଭା ସଚିବଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି । Read More >
ନୂଆଦିଲ୍ଲୀ: ତାମିଲନାଡ଼ୁର ବରିଷ୍ଠ କଂଗ୍ରେସ ନେତା କେଏସ୍ ଅଲାଗିରି ବିବାଦୀୟ ବୟାନ ଦେଇଛନ୍ତି । ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣୌତଙ୍କୁ ଚାପୁଡ଼ା ମାରିବାକୁ କହିଛନ୍ତି । ଏଥିପାଇଁ ବିବାଦ ଆରମ୍ଭ ହୋଇଛି । Read More >
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଲଗାଯାଇଥିବା ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଜବାବ ଦେଇଛନ୍ତି । ଆୟୋଗ କହିଛନ୍ତି ଯେ, କୌଣସି ବି ଭୋଟରଙ୍କୁ ଅନଲାଇନରେ ଡିଲିଟ୍ କରାଯାଇ ପାରିବ ନାହିଁ । ରାହୁଲଙ୍କ ସମସ୍ତ ଅଭି Read More >
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୭୫ତମ ଜନ୍ମଦିନ ପାଳନ କରୁଛନ୍ତି । ପିଏମ ମୋଦୀଙ୍କ ଜନ୍ମଦିନ ଅବସରରେ ଗୁଜରାଟର ମେହସାଣା ଜିଲ୍ଲାର ବଡନଗର ନିବାସୀ ତଥା ତାଙ୍କ ପିଲା ବେଳର ସାଥୀ ଦଶରଥଭାଇ ପଟେଲ କହିଛନ୍ତି, ମୋ Read More >
ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । Read More >
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ୭୫ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଦେଶ ତଥା ବିଦେଶରୁ ତାଙ୍କ ପ୍ରତି ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିନା ସମୟ ବିତାଇ ପିଏମ ମୋଦୀଙ୍କୁ Read More >
ଆଜି ହେଉଛି ବିଶ୍ୱ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ । ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ପିଏମ୍ ମୋଦୀଙ୍କ ଜନ୍ମଦିନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ପକ୍ଷ ପାଳନ କରାଯାଉଛି । ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ କରାଯାଉଛି । ନିଜର ଲୋକପ୍ରିୟତା ପାଇଁ ମୋଦୀଙ୍କୁ ଆଜି ସାରା ବିଶ୍ୱ ଅନୁକରଣ କରୁଛି । ଯେଉଁଥିପାଇଁ ମୋଦୀଙ୍କୁ ବିଶ୍ୱ ନେତାର ଆଖ୍ୟା ଦିଆଯାଇଛି । Read More >
ଭୁବନେଶ୍ୱର: ଆସନ୍ତା ଗୁରୁବାରଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ମଙ୍ଗଳବାର ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଯୋଗ ଦେଇଛନ୍ତି । Read More >
ଭୁବନେଶ୍ୱର: ଆଜି ବସିବ ବିଜୁ ଜନତା ଦଳର ଶୃଙ୍ଖଳା କମିଟି ବୈଠକ । ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ସନ୍ଧ୍ୟା ପ୍ରାୟ ପାଞ୍ଚଟା ସମୟରେ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହେବ । ଏଥିରେ କମିଟିର ୭ ସଦସ୍ୟ ଉପସ୍ଥିତ ରହିବେ। Read More >
ପଳାତକ ଲଳିତ ମୋଦୀଙ୍କ ଭାଇ ଗିରଫ, ବଳାତ୍କାର ମାମଲାରେ ଧରିଲା ଦିଲ୍ଲୀ ପୋଲିସ
ଟାରିଫ ପରେ ଭାରତକୁ ଆଉ ଏକ ବଡ଼ ଝଟକା ଦେଲେ ଟ୍ରମ୍ପ, ଚାବହାର ପୋର୍ଟରୁ ରିହାତି ପ୍ରତ୍ୟାହାର
କେନ୍ଦୁଝରରେ ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ
ବାଚସ୍ପତିଙ୍କୁ ରାମଚନ୍ଦ୍ର କାଡ଼ାମଙ୍କ ଚିଠି, ଚୋରି ସାମଗ୍ରୀ ଫେରାଇ ଦିଅ