ନୂଆପଡ଼ା: ବାପାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି ପୁଅ । ନୂଆପଡ଼ାରେ ମୋଦି-ମୋହନ-ମନମୋହନଙ୍କ ଯାଦୁ କାମ କରିଛି । ନୂଆପଡ଼ା ପାଇଛି ନୂଆ ବିଧାୟକ । ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ ଥର ହୋଇଥିବା ଉପନିର୍ବାଚନରେ ଦଳକୁ ମିଳିଛି ଅଦ୍ଭୁତ ପୂର୍ବ ସଫଳତା । ଶେଷରେ ନୂଆପଡ଼ା ଦଖଲ କରିଛି ବିଜେପି । ବୃହତ ବ୍ୟବଧାନରେ ଏକତରଫା ଭାବେ ଭୋଟ୍ ପୋଛି ନେଇଛନ୍ତି ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ଜୟ ଢୋଲକିଆ ।
Read More >