ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ସାର୍ବଜନୀନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍ 2026 ଗୃହରେ ଆଗତ ହୋଇଛି । ଦୁଇ ଦିନ ହେବ ଲଗାତର ବିଲ୍ ଉପରେ ଆଲୋଚନା ଜାରି ରହିଛି । Read More >
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ନିଟ୍ ପେପର ଲିକ୍ ଏବଂ ଦିଲ୍ଲୀ ଜନ୍ତରମନ୍ତରରେ ପ୍ରଦର୍ଶନକାରୀ ଛାତ୍ରଙ୍କ ଉପରେ ପୋଲିସର କା Read More >
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌସ୍ଥିତ ହଜରତଗଞ୍ଜରେ ପୂର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ପଛୁଆ ବର୍ଗର ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷ ନାନକଦୀନ ଭୂର୍ଜୀଙ୍କ ଦୁଃଖଦ ଦେହାନ୍ତ ହୋଇଛି । ମଙ୍ଗଳବାର ଅପରାହ୍ନରେ ହଜରତଗଞ୍ଜସ୍ଥିତ ନୂତନ ବିଧାୟକ ନିବାସର Read More >
ଭୁବନେଶ୍ୱର: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ସୁଶାନ୍ତ ସିଂଙ୍କର ପରଲୋକ ହୋଇଛି । ସୋମବାର ଭୋରୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଦେହତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ବୟସ ହୋଇଥିଲା । Read More >
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ଗ୍ରାମପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଚାମେଲିଙ୍କୁ ଗାଦିଚ୍ୟୁତ କରିବାକୁ ଆରମ୍ଭ ହୋଇଛି ଯୋଜନା । ଚାମେଲିଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । Read More >
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଏ ନେଇ ବିଟ୍ଟୁ ନିଜେ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଛନ୍ତି । Read More >
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ତଦନ୍ତ ଫାଇଲ୍ ହଜିବା ଘଟଣାରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ମାମଲାରେ ଚାରି ଚାରି ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କୁ ନୋଟିସ୍ ପରେ ଚର୍ଚ୍ଚା ଜୋର ଧରିଛି । Read More >
ନୂଆଦିଲ୍ଲୀ: ମହିଳା ସାଂସଦଙ୍କ ପ୍ରତି ଅପମାନଜନକ ଟିପ୍ପଣୀ କରିବା ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ଥ ହୋଇଛି । ଆଉ ମୌସୁମୀ ଅଧିବେଶନରେ ଭାଗ ନେଇ ପାରିବେ ନାହିଁ କଲ୍ୟାଣ ବାନାର୍ଜୀ । Read More >
ନୂଆଦିଲ୍ଲୀ: ନିଟ୍ ପରୀକ୍ଷା ଏବଂ କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନ ପାଇଁ ଏବେ ଜାତୀୟ ରାଜଧାନୀଠାରୁ ଆରମ୍ଭ କରି ପ୍ରତି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ସିଜେପିର ଛାତ୍ର ଆନ୍ଦୋଳନରେ ଏବେ ସମସ୍ତ ବିରୋଧୀ ଦଳ ରାଜନୈତିକ ରୁଟି ସେକିବା ଆରମ୍ଭ କରି ଦେଇଛନ୍ତି Read More >
ନୂଆଦିଲ୍ଲୀ: NEET ପରୀକ୍ଷା ଅନିୟମିତତା, ଛାତ୍ର ବିକ୍ଷୋଭ ଓ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରୁଥିବା ବେଳେ, ଦିଲ୍ଲୀ ରାଜନୀତିରେ ଏକ ବଡ଼ ଏବଂ ଅପ୍ରତ୍ୟାଶିତ ଘଟଣାକ୍ରମ ଦେଖିବାକୁ ମିଳିଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦ ପୱାର)ର Read More >
ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ Read More >
ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆଜି ଖଣ୍ଡଯୁଦ୍ଧ । ଗୋଟିଏ ପଟେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ସେପଟେ ନୂତନ କରି ଗଢ଼ି ଉଠିଥିବା କକ୍ରୋଚ ଜନତା ପାର୍ଟୀ (ସିଜେପି) “ସଂସଦ ଚାଲ” ଡାକରା ଦେଇଛି । Read More >
ଭାରତରେ ପୁଣି ଥରେ ମହଙ୍ଗା ହେବ ପେଟ୍ରୋଲ-ଡିଜେଲ୍ ? ଇରାନ-ଆମେରିକା ମଧ୍ୟରେ ପୁଣି ବଢିଲା ଉତ୍ତେଜନା
ସ୍ନାତକ ଆଡ଼ମିଶନ, ତୃତୀୟ ମେଧା ତାଲିକା ପ୍ରକାଶିତ
ମହାନଦୀରେ ବଢ଼ିଲା ଜଳସ୍ତର: ଗୁରୁବାର ମୁଣ୍ଡଳୀରେ ପହଞ୍ଚିବ ପ୍ରାୟ ୯ ଲକ୍ଷ କ୍ୟୁସେକ ବନ୍ୟାଜଳ
ଓସ୍କାର ବିଜେତା ହଲିଉଡ୍ ଅଭିନେତାଙ୍କ ବିରୋଧରେ ୪ ଜଣ ମହିଳା ଆଣିଲେ ଯୌନ ଉତ୍ପୀଡ଼ନର ଅଭିଯୋଗ, ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ମାମଲା