ନୂଆଦିଲ୍ଲୀ: ଆସନ୍ତା ୪ ତାରିଖରୁ ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଆରମ୍ଭ ହେବାକୁ ଯାଉଛି । ବୁଥ୍ ସ୍ତରୀୟ ଅଧିକାରୀ ଘର ଘର ଯାଇ ଗଣନା ଫର୍ମ ପୂରଣ କରିବେ । କିନ୍ତୁ ନିର୍ବାଚନ ଆୟୋଗଙ୍କ ଏହି ନିୟମକୁ ଭଣ୍ଡୁର କରିବାକୁ ତୃଣମୂଳ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସେହିଦିନ କୋଲକାତାରେ ଟିଏମସି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ।
Read More >