Indepenଭାରତ ଆଜି ଏହାର ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଲାଲକିଲ୍ଲାରୁ ଜାତୀୟ ଉତ୍ସବର ନେତୃତ୍ୱ ନେଉଛନ୍ତି। ଏହି ବର୍ଷର କାର୍ଯ୍ୟକ୍ରମ ମଧ୍ୟ ସ୍ୱତନ୍ତ୍ର କାରଣ ଏହି ଅବସରରେ ଜାତୀୟ ସଂଗୀତ ‘ବନ୍ଦେ ମାତରମ୍’ର ୧୫୦ ତମ ବାର୍ଷିକୀ ମଧ୍ୟ ପାଳନ କରାଯାଉଛି।dence Day at Red fort Read More >
ସକ୍ରିୟ ମୌସୁମୀ ଋତୁ ମଧ୍ୟରେ ଆଜି ଦେଶର ଅନେକ ସ୍ଥାନରେ ପାଗ ଖରାପ ହୋଇପାରେ। ଆଇଏମଡି ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ମଧ୍ୟ ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, Read More >
ଭାରତର ୮୦ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ରାଜ୍ୟପାଳ କହିଛନ୍ତି, ଆମର ୮୦ତମ ସ୍ୱାଧୀନତା ଦିବସ ଅବସରରେ, ମୁଁ ସମସ୍ତ ସହବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। Read More >
ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ମୋର ସମସ୍ତ ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା। ଏହି ଜାତୀୟ ପର୍ବ ଆମକୁ ଆମର ସାହସୀ ସୈନିକଙ୍କ ମାତୃଭୂମି ପ୍ରତି ଅବିଶ୍ୱସନୀୟ ସାହସ, ଅକ୍ଳାନ୍ତ ସଂଘର୍ଷ ଏବଂ ଅତୁଳନୀୟ ସମର୍ପଣର ସ୍ମରଣ କରାଏ। ଆସନ୍ତୁ ଆମେ ସେମାନଙ୍କ ଆଦର୍ଶକୁ ଅନୁକରଣ କରିବା ଏବଂ ଏକ ବିକଶିତ ଭାରତ ପାଇଁ ଆମର ସଂକଳ୍ପକୁ ସାକାର କରିବା। Read More >
ଭାରତ ଆଜି ମହା ଆଡମ୍ବର ଏବଂ ଶୋଭାର ସହିତ ଏହାର ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପରିସରରେ ଆୟୋଜିତ ମୁଖ୍ୟ ସମାରୋହର ନେତୃତ୍ୱ ନେବେ। ପ୍ରଧାନମନ୍ତ୍ରୀ ମୋଦୀ ୧୩ତମ ଥର ପାଇଁ ଲାଲକିଲ୍ଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିବେ। Read More >
ନୂଆଦିଲ୍ଲୀ: ଭାରତର ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଶୁକ୍ରବାର ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅଭିଭାଷଣରେ ସେ ଦେଶର ଯୁବବର୍ଗ, ଶିକ୍ଷିତା ମହିଳାଙ୍କ ଅଂଶଗ୍ରହଣ, ବୈଦେଶିକ ନୀତି, ଆଧୁନିକ ବିକାଶ ଏବଂ ଡିଜିଟାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ଭଳି Read More >
ଭାରତର ୮୦ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ତାଙ୍କର ଏହି ସମ୍ବୋଧନ ଦେଶର ବିକାଶ ଯାତ୍ରା, ଗଣତାନ୍ତ୍ରିକ ମୂଲ୍ୟ ଏବଂ ଭବିଷ୍ୟ ପାଇଁ ଲକ୍ଷ୍ୟ ଉପରେ ଆଧାରିତ ଅଟେ Read More >
ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ସାଂସଦ ରାହୁଲ ଗାନ୍ଧୀଙ୍କ ବୈଦେଶିକ ନୀତି ମନ୍ତବ୍ୟକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ରାହୁଲଙ୍କ ମନ୍ତବ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କ୍ଷୋଭ ପ୍ରକାଶ କରିଛନ୍ତି । ରାଜନାଥ ତୀବ୍ର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ରାହୁଲଙ୍କ ମନ୍ତବ୍ୟ ଅତ୍ୟନ୍ତ ଶସ୍ତା ଏବଂ ନିନ୍ଦନୀୟ । ଜଣେ “ଗାନ୍ଧୀ ସାଙ୍ଗିଆ” ଥିବା ବ୍ୟକ୍ତିଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏ ନାହିଁ । Read More >
ନୂଆଦିଲ୍ଲୀ: ଦେଶରେ ରେଳ ଦୁର୍ଘଟଣା ଅନେକ ପରିବାର ଉଜାଡ଼ି ଦେଇଛି । ତତସହିତ କୋଟି କୋଟି ଟଙ୍କାର ରାଜସ୍ୱ ହାନି ମଧ୍ୟ ହୋଇଛି । ବିଗତ ୨୬ ମଧ୍ୟରେ ଦେଶରେ ୪୦୦୩ଟି ରେଳ ଦୁର୍ଘଟଣା ଘଟିଥିବାବେଳେ ୩,୫୯୪ ଜଣ ନିଜର ବହୁମୂଲ୍ୟ ଜୀବନ ହରାଇଛନ୍ତି । ଏହାସହିତ ୬୯୦୦ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଦ୍ୱାରା ଆରଟିଆଇରୁ ଏହି ତଥ୍ୟ ମିଳିଛି । Read More >
ନୂଆଦିଲ୍ଲୀ: ସାରା ଦେଶରେ ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୫ ତାରିଖରେ ପାଳନ ହେବ ୮୦ତମ ସ୍ୱାଧୀନତା ଦିବସ । କିନ୍ତୁ ମଧ୍ୟ ପ୍ରଦେଶର ଏମିତି ଦୁଇଟି ମନ୍ଦିର ଯେଉଁଠି ଚାରି ଦିନ ପୂର୍ବରୁ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । Read More >
ନୂଆଦିଲ୍ଲୀ: କମେଡି ଶୋ' 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍'ରେ ବିବାଦୀୟ ମନ୍ତବ୍ୟ ଦେଇଥିବା ପୋଡ଼କାଷ୍ଟର୍ ରଣବୀର ଆହ୍ଲାବାଦିଆ ଓ ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ଉଭୟଙ୍କ ବିରୁଦ୍ଧରେ ଚାଲିଥିବା ସମସ୍ତ ମାମଲାକୁ ରଦ୍ଦ କରିବାକୁ ସର୍ବୋଚ୍ଚ ଅଦାଲତ ଶୁକ୍ରବାର ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି । Read More >
ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ବୋମା ଆତଙ୍କ । ଦିଲ୍ଲୀର ପାଞ୍ଚଟି ପ୍ରମୁଖ ସ୍ଥାନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏଥିରେ ଦିଲ୍ଲୀ ହାଇକୋର୍ଟ, ଜାମନଗର ହାଉସ୍, ଝଣ୍ଡେୱାଲାନ୍ ଫ୍ଲାଟେଡ୍ ଫ୍ୟାକ୍ଟ୍ରି କମ୍ପ୍ଲେକ୍ସ, ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୩ Read More >
ଓଡ଼ିଶା ସମେତ ୧୨ଟି ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି
ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ଫ୍ଲୋରେସ୍ ଦ୍ୱୀପକୁ ଥରାଇଲା