କ୍ଲାସରେ ବସିଥିବା ବେଳେ ୮ ବର୍ଷୀୟ ଛାତ୍ରୀଙ୍କୁ ହେଲା ହୃତ୍ଘାତ; ଡାକ୍ତରଖାନାରେ ଚାଲିଗଲା ପ୍ରାଣ Khabar Odisha 11/01/2025 Share story: ଗୁଜରାଟ: କୁନି ଝିଅଟି, ପାଠ ପଢିବାକୁ ସବୁଦିନ ଭଳି ସେଦିନ ବି ଘରୁ ବାହାରି ଆସିଥିଲା ସ୍କୁଲ । ହେଲେ କିଏ ଜାଣିଥିଲା, ସ୍କୁଲରେ ସେ ହୃତ୍ଘାତରେ ପ୍ରାଣ ଚାଲିଯିବ ବୋଲି । ୮ ବର୍ଷର ଝିଅକୁ ଯେ ହାର୍ଟଆଟାକ୍ ଆସିବ, ତାହା ହୁଏତ କେହି କଳ୍ପନା କରି ନ ଥିବେ, ହେଲେ ଏଭଳି ଏକ ଘଟଣା ଘଟିଛି ଗୁଜୁରାଟର ଅହମ୍ମଦାବାଦରେ । ଅହମ୍ମଦାବାଦର ଜେବର ସ୍କୁଲରେ ପଢୁଥିବା ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କ ହୃତଘାତରେ ମୃତ୍ୟୁ ଘଟିଛି । ଯାହାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି । ତେବେ ଭିଡ଼ିଓ଼ରେ ଦେଖିବାକୁ ମିଳିଛି ଛାତ୍ରୀ ଜଣକ ସକାଳେ ନିଜ କ୍ଲାସ ଆଡକୁ ଯାଉଥିବା ବେଳେ ଲବିରେ ପଡିଥିବା ସୋଫା ଉପରେ ବସି ପଡ଼ୁଛନ୍ତି । ପରେ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ସେଠାରେ ବେହୋସ୍ ହୋଇଯାଉଛନ୍ତି । ଏହାପରେ ତୁରନ୍ତ ସ୍କୁଲ ପକ୍ଷରୁ ଛାତ୍ରୀ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି, ହେଲେ ସେଠାରେ ନିଶ୍ୱାସ ନେବାକୁ କଷ୍ଟ ହେବାରୁ ତାଙ୍କୁ ଭେଣ୍ଟିଲେଟର ସିଷ୍ଟମରେ ବି ରଖାଯାଇଥିଲା, ହେଲେ କିଛି ସମୟ ପରେ ତାଙ୍କ ମୃତ୍ୟୁ ହୋଇଛି । ତେବେ ଏତେ କମ୍ ବୟସରୁ ହୃଦଘାତରେ ମୃତ୍ୟୁ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେବଳ ଅହମ୍ମଦାବାଦ ନୁହେଁ, ଗତ ସପ୍ତାହରେ ସମାନ୍ ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଥିଲା । ବେଙ୍ଗାଲୁରୁ ଠାରୁ ୧୬୦ କିଲୋମିଟର ଦୂରରେ ଥିବା ଚାମରାଜାନଗରର ଜଣେ ଆଠବର୍ଷର ଛାତ୍ର ହୃତଘାତର ଶିକାର ହୋଇ ମୃତ୍ୟୁବରଣ କରିଥିଲେ । ତେବେ ଅଳ୍ପ ବୟସର ସ୍କୁଲ ଛାତ୍ରଛାତ୍ରୀ ହୃଦଘାତରେ ଶିକାର ହେବା ସମସ୍ତଙ୍କ ଚିନ୍ତା ବଢାଇଛି । View this post on Instagram A post shared by Our Ahmedabad (@ourahmedabad) Subhashree Sukla, , 12-01-2025 5:22AM ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପିଏମ ମୋଦୀ, ଜାଣନ୍ତୁ ସୁଶୀଳା କାର୍କିଙ୍କୁ କଣ କହିଲେ ? Bhakta Samantaray | 18-09-2025 2:04PM ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଅନ୍ତରୀଣ ସରକାରର ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ନିକଟରେ ଘଟିଥିବା ଦୁଃଖଦ ଘଟଣା ଉପରେ ଦୁଃଖ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । Read More > ତାମିଲନାଡ଼ୁ ଆସିଲେ ସାଂସଦ କଙ୍ଗନା ରଣାୱତଙ୍କୁ ଚାପୁଡ଼ା ମାରିବା ଉଚିତ: କଂଗ୍ରେସ ନେତା Swagatika Sahoo | 18-09-2025 1:34PM ନୂଆଦିଲ୍ଲୀ: ତାମିଲନାଡ଼ୁର ବରିଷ୍ଠ କଂଗ୍ରେସ ନେତା କେଏସ୍ ଅଲାଗିରି ବିବାଦୀୟ ବୟାନ ଦେଇଛନ୍ତି । ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣୌତଙ୍କୁ ଚାପୁଡ଼ା ମାରିବାକୁ କହିଛନ୍ତି । ଏଥିପାଇଁ ବିବାଦ ଆରମ୍ଭ ହୋଇଛି । Read More > ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ଇସିଆଇଙ୍କ ଜବାବ- ଭୋଟ୍ ଅନଲାଇନରେ ଡିଲିଟ୍ ହୁଏ ନାହିଁ Bhakta Samantaray | 18-09-2025 1:31PM ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଲଗାଯାଇଥିବା ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଜବାବ ଦେଇଛନ୍ତି । ଆୟୋଗ କହିଛନ୍ତି ଯେ, କୌଣସି ବି ଭୋଟରଙ୍କୁ ଅନଲାଇନରେ ଡିଲିଟ୍ କରାଯାଇ ପାରିବ ନାହିଁ । ରାହୁଲଙ୍କ ସମସ୍ତ ଅଭି Read More > ନିର୍ବାଚନ ଆୟୋଗଙ୍କଠୁ ଆମକୁ ଭିତିରିଆ ମିଳୁଛି ସାହାଯ୍ୟ, ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ଉପରେ ଆଉ ଏକ ଦାବି Bhakta Samantaray | 18-09-2025 12:55PM ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଉପରେ ଭୋଟ୍ ଚୋରି ନେଇ ଘନ ଘନ ଆକ୍ରମଣ କରି ଚାଲିଛନ୍ତି କଂଗ୍ରେସ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । Read More > ଆମିବା ସଂକ୍ରମଣରେ ୧୯ ଜଣଙ୍କ ମୃତ୍ୟୁ; ମାମଲା ବୃଦ୍ଧି, ସଂକଟରେ କେରଳ ସରକାର Lipika Pradhan | 18-09-2025 12:05PM ମସ୍ତିଷ୍କକୁ କ୍ଷତି ପହଞ୍ଚାଉଥିବା ପରଜୀବୀ ସଂକ୍ରମଣ, ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ ଏବେ ବର୍ଷ କେରଳରେ ତାଣ୍ଡବ ରଚିଛି। Read More > ପାକିସ୍ତାନ-ସାଉଦି ଆରବ ପ୍ରତିରକ୍ଷା ଚୁକ୍ତି ଉପରେ ବୈଦେଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟା Lipika Pradhan | 18-09-2025 10:24AM ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ଏକ ରଣନୈତିକ ପ୍ରତିରକ୍ଷା ଚୁକ୍ତିନାମା ଖବର ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି। ଭାରତ ଏହି ବିକାଶ ଉପରେ ନିକଟରୁ ନଜର ରଖିଛି Read More > ଚାରି ଜଣ ମାଓବାଦୀ ନିହତ, ପୁରସ୍କାର ଘୋଷିତ ଆୟତୁ-ଦେବା ସମେତ ୧୨ ନକ୍ସଲଙ୍କ ଆତ୍ମସମର୍ପଣ Lipika Pradhan | 18-09-2025 9:30AM ଛତିଶଗଡ଼ର ବିଜାପୁର ଏବଂ ମହାରାଷ୍ଟ୍ରର ଗଡଚିରୋଲିରେ ସୁରକ୍ଷା ବାହିନୀ ସହିତ ପୃଥକ ଏନକାଉଣ୍ଟରରେ ଚାରି ଜଣ ମାଓବାଦୀ ନିହତ ହୋଇଛନ୍ତି। Read More > ଉତ୍ତରାଖଣ୍ଡର ଚାମୋଲିରେ ବାଦଲଫଟା ବର୍ଷା: ୫ ଜଣ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି Lipika Pradhan | 18-09-2025 8:45AM ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ପୁଣି ଥରେ ବର୍ଷା ତାଣ୍ଡବ ରଚିଛି। ବୁଧବାର ରାତିରେ ନନ୍ଦନଗରର ଫାଲି କୁନ୍ତରୀ, ଶାନ୍ତି କୁନ୍ତରୀ, ଭୈନ୍ସୱାଡା ଏବଂ ଧ୍ରୁମା ଉପରେ ପାହାଡ଼ ଉପରେ ବାଦଲଫଟା ବର୍ଷା ଧ୍ୱଂସ ଘଟାଇଛି। Read More > ସାଉଦି ଆରବ ସହ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କଲା ପାକିସ୍ତାନ; ଏମିତି ଦେଲେ ବୟାନ Lipika Pradhan | 18-09-2025 8:30AM ସାଉଦି ଆରବ ଏବଂ ପରମାଣୁ ଅସ୍ତ୍ରଶସ୍ତ୍ର ଥିବା ପାକିସ୍ତାନ ଏକ ଆନୁଷ୍ଠାନିକ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛନ୍ତି। ପାକିସ୍ତାନର ସରକାରୀ ଟେଲିଭିଜନ ବୁଧବାର ଏହା ଘୋଷଣା କରିଛି। Read More > ‘ବିଶ୍ୱ ଦେଖିଲା ଯେ ଜୈଶ ଆତଙ୍କବାଦୀ କାନ୍ଦି କାନ୍ଦି ତାଙ୍କର ଦୁର୍ଦ୍ଦଶା ବର୍ଣ୍ଣନା କଲେ’ Lipika Pradhan | 18-09-2025 7:39AM ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପାକିସ୍ତାନର ଆତଙ୍କବାଦୀମାନେ ଆମର ମା' ଏବଂ ଭଉଣୀଙ୍କ ସିନ୍ଦୂର ପୋଛିଥିଲେ। ଆମେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଇଛୁ। Read More > ପ୍ରସିଦ୍ଧ ଐତିହାସିକ ଗଜାନନ ଭାସ୍କରଙ୍କର ପରଲୋକ, ଛତ୍ରପତି ଶିବାଜୀଙ୍କ ଉପରେ କରିଥିଲେ ଗବେଷଣା Lipika Pradhan | 18-09-2025 7:15AM ମହାରାଷ୍ଟ୍ରର ପ୍ରସିଦ୍ଧ ଐତିହାସିକ ଏବଂ ଲେଖକ ଗଜାନନ ଭାସ୍କର ମେହେନ୍ଦେଲଙ୍କର ବୁଧବାର ସନ୍ଧ୍ୟାରେ ପୁଣେରେ ହୃଦଘାତରେ ମୃତ୍ୟୁ ଘଟିଛି। Read More > ଭାରତ ଉପରେ ଟାରିଫ ବଡ଼ ଭୁଲ୍, ଟ୍ରମ୍ପଙ୍କ ପୋଲ୍ ଖୋଲିଲେ ଆମେରିକାର ପୂର୍ବତନ ଏନଏସଏ Bhakta Samantaray | 19-09-2025 1:21AM ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜନ୍ ବୋଲ୍ଟନ୍ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ପୁଣିଥରେ ଟ୍ରମ୍ପ ପ୍ରଶାସନକୁ ଟାର୍ଗେଟ କରିଛନ୍ତି। ପୂର୍ବତନ ଟ୍ରମ୍ପ ସହଯୋଗୀ ବୋଲ୍ଟନ୍ କହିଛନ୍ତି ଯେ Read More > Tweets by Khabar Odisha Recent କେନ୍ଦୁଝରରେ ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ ବାଚସ୍ପତିଙ୍କୁ ରାମଚନ୍ଦ୍ର କାଡ଼ାମଙ୍କ ଚିଠି, ଚୋରି ସାମଗ୍ରୀ ଫେରାଇ ଦିଅ ରାଜଧାନୀ ରାଜରାସ୍ତାରେ ଆମ ବସ୍ କଣ୍ଡକରଙ୍କ ଦାଦାଗିରି; ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଚାପୁଡା ମାରି ଚାଲିଗଲେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ହେବ କି ସଫଳ ? ଜାଣନ୍ତୁ ଆସନ ଗଣିତ... ଭିଡିଓ ସାଧାରଣ ଗୃହିଣୀରୁ ପାଲଟିଛନ୍ତି ସଫଳ ଉଦ୍ୟୋଗୀ |