ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବାସିନ୍ଦାଙ୍କ ପାଇଁ ସମାଜବାଦୀ ପାର୍ଟି ନିର୍ବାଚନୀ ଥୋପ ପକାଇ ଦେଇଛି । ଗୁରୁବାର ଏସପିର ଜାତୀୟ ସଭାପତି ଅଖିଳେଶ ଯାଦବ ଲକ୍ଷ୍ନୌରେ ଏକ ସାଧାରଣ ସଭା ମାଧ୍ୟମରେ ଦଳର ନିର୍ବାଚନ ଇସ୍ତାହାର ଜାରି କରିଛନ୍ତି। ଦଳ ଏହାକୁ "ଜନସାଧାରଣଙ୍କ ଇସ୍ତାହାର" ଏବଂ "ପିଡିଏ" (ପଛୁଆ ବର୍ଗ, ଦଳିତ ଓ ସଂଖ୍ୟାଲଘୁ)ଙ୍କ ପାଇଁ ଏକ "ସଂକଳ୍ପ ପତ୍ର"ଭାବେ ବ୍ୟାଖ୍ୟା କରିଛି। ସଂକଳ ପତ୍ର ଜରିଆରେ ଦଳ ମହିଳା,
Read More >