ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ କାର୍ଯ୍ୟାଳୟ ସେବା ତୀର୍ଥର ଶୁଭ ଉଦଘାଟନ କରିଛନ୍ତି । ଗୁରୁବାର ସେବା ତୀର୍ଥର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ମହିଳା, ଯୁବ ଏବଂ ସାଧାରଣ ନାଗରିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
Read More >