ନୂଆଦିଲ୍ଲୀ: ନୂଆ ବର୍ଷଠାରୁ ଦେଶରେ କିଛିଟା ଟ୍ରେନରେ ନମ୍ବର ବଦଳି ନୂତନ ମିଳିବ । ଭାରତୀୟ ରେଳ ବିଭାଗ ୧ ଜାନୁଆରୀ, ୨୦୨୭ରୁ ୧୨ ଯୋଡ଼ି ଟ୍ରେନ ନମ୍ବର ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯେଉଁଥିରେ ଶ୍ରମଜୀବୀ ଏକ୍ସପ୍ରେସ, ମଗଧ ଏକ୍ସପ୍ରେସ, ବ୍ଲାକ୍ ଡାଇମଣ୍ଡ ଏକ୍ସପ୍ରେସ, ଗରୀବ ରଥ ସପ୍ତକ୍ରାନ୍ତି ଏବଂ ଜନଶତାବ୍ଦୀ ଏକ୍ସପ୍ରେସର ଅନ୍ତର୍ଭୁକ୍ତ ।
ପୂର୍ବ ମଧ୍ୟ ରେଳ ମୁଖ୍ୟ ଲୋକ ସମ୍ପର୍କ ଅଧିକରୀ ସରସ୍ୱତୀ ଚନ୍ଦ୍ର କହିଛନ୍ତି ଯେ ପରିଚାଳନାଗତ ସୁଗମତାକୁ ଦୃଷ୍ଟିରେ ରଖି ୧୨ ଯୋଡ଼ି ଟ୍ରେନର ନମ୍ବର ପରିବର୍ତ୍ତନ କରାଯିବ । ଜାନୁୟାରୀ ପହିଲାରୁ ଭିନ୍ନ ଭିନ୍ନ ଟ୍ରେନ୍ ପାଇଁ ଭିନ୍ନ ଭିନ୍ନ ତାରିଖ ମଧ୍ୟ ଧାର୍ୟ୍ୟ କରାଯାଇଛି ।
ମୁଜାଫରପୁର-ଆନନ୍ଦ ବିହାର ଗରୀବ ରଥ ଏକ୍ସପ୍ରେସ୍- ପୁରୁଣା ନଂ ୧୨୨୧୧, ନୂତନ ନଂ ୧୪୦୩୧
ଆନନ୍ଦ ବିହାର-ମୁଜାଫରପୁର: ପୁରୁଣା ନଂ ୧୨୨୧୨, ନୂତନ ନଂ ୧୪୦୩୨
ମୁଜାଫରପୁର-ଆନନ୍ଦ ବିହାର ସପ୍ତକ୍ରାନ୍ତି ଏକ୍ସପ୍ରେସ- ପୁରୁଣା ନଂ ୧୨୫୫୭, ନୂତନା ନଂ ୧୫୫୭୭
ଆନନ୍ଦ ବିହାର-ମୁଜାଫରପୁର ସପ୍ତକ୍ରାନ୍ତି ଏକ୍ସପ୍ରେସ୍ : ପୁରୁଣା ନଂ ୧୨୫୫୮, ନୂତନ ନଂ ୧୫୫୭୮
ଲୋକମାନ୍ୟ ତିଲକ-ରକ୍ସୋଲ: ପୁରୁଣା ନଂ ୧୨୫୪୬, ନୂତନ ନଂ ୧୫୫୪୬ କୁ ବଦଳିଲା
ରକ୍ସୋଲ-ଲୋକମାନ୍ୟ ତିଲକ: ପୁରୁଣା ନଂ ୧୨୫୪୫, ନୂତନ ନଂ ୧୫୫୪୫
ଅମୃତସର-ସହରସା ଗରିବ ରଥ ଏକ୍ସପ୍ରେସ: ପୁରୁଣା ନଂ ୧୨୨୦୪, ନୂତନ ନଂ ୧୪୬୯୪
ସହରସା-ଅମୃତସର ଗରିବ ରଥ ଏକ୍ସପ୍ରେସ: ପୁରୁଣା ନଂ ୧୨୨୦୩, ନୂତନ ନଂ ୧୪୬୯୩
ଦରଭଙ୍ଗା-ଜଳନ୍ଧର ସହର ଅନ୍ତୋଦୟ ଏକ୍ସପ୍ରେସ : ପୁରୁଣା ନଂ ୨୨୫୫୧, ନୂତନ ନଂ ୧୫୫୪୧
ଜଳନ୍ଧର ସହର-ଦରଭଙ୍ଗା ଅନ୍ତୋଦୟ ଏକ୍ସପ୍ରେସ: ପୁରୁଣା ନଂ ୨୨୫୫୨, ନୂତନ ନଂ ୧୫୫୪୨
ହାୱଡା-ଧାନବାଦ ବ୍ଲାକ ଡାଇମଣ୍ଡ ଏକ୍ସପ୍ରେସ: ପୁରୁଣା ନଂ ୨୨୩୮୭, ନୂତନ ନଂ ୧୩୩୮୭ ଧନବାଦ-ହାୱଡା ବ୍ଲାକ ଡାଇମଣ୍ଡ ଏକ୍ସପ୍ରେସ: ପୁରୁଣା ନଂ ୨୨୩୮୮, ନୂତନ ନଂ ୧୩୩୮୮
ପାଟଳୀପୁତ୍ର-ଚଣ୍ଡିଗଡ଼: ପୁରୁଣା ନଂ ୨୨୩୫୫, ନୂତନ ନଂ ୧୩୨୫୫
ଚଣ୍ଡିଗଡ଼-ପାଟଳୀପୁତ୍ର: ପୁରୁଣା ନଂ ୨୨୩୫୬, ନୂତନ ନଂ ୧୩୨୫୬
ରାଜଗିର-ନୂଆଦିଲ୍ଲୀ: ପୁରୁଣା ନଂ ୧୨୩୯୧, ନୂତନ ନଂ ୧୩୨୯୧
ନୂଆଦିଲ୍ଲୀ-ରାଜଗିର: ପୁରୁଣା ନଂ ୧୨୩୯୨, ନୂତନ ନଂ ୧୩୨୯୨
ପାଟନା-ରାଞ୍ଚି: ପୁରୁଣା ନଂ ୧୨୩୬୫, ନୂତନ ନଂ ୧୩୨୬୫
ରାଞ୍ଚି-ପାଟନା: ପୁରୁଣା ନଂ ୧୨୩୬୬, ନୂତନ ନଂ ୧୩୨୬୬
ଇସଲାମପୁର-ନୂଆଦିଲ୍ଲୀ ମଗଧ ଏକ୍ସପ୍ରେସ: ପୁରୁଣା ନଂ ୨୦୮୦୧, ନୂତନ ନଂ ୧୮୬୩୩
ନୂଆଦିଲ୍ଲୀ-ଇସଲାମପୁର ମଗଧ ଏକ୍ସପ୍ରେସ: ପୁରୁଣା ନଂ ୨୦୮୦୨, ନୂତନ ନଂ ୧୮୬୩୪
କଟିହାର-ଟାଟା ଏକ୍ସପ୍ରେସ: ପୁରୁଣା ନଂ ୨୮୧୮୨, ନୂତନ ନଂ ୧୮୧୮୮
ଟାଟା-କାଟିହାର ଏକ୍ସପ୍ରେସ: ପୁରୁଣା ନଂ ୨୮୧୮୧, ନୂତନ ନଂ ୧୮୧୮୭
ପାଟନା-ଏର୍ଣ୍ଣାକୁଲମ: ପୁରୁଣା ନଂ ୨୨୬୪୪, ନୂତନ ନଂ ୧୬୩୬୦
ଏର୍ଣ୍ଣାକୁଲମ-ପାଟନା: ପୁରୁଣା ନଂ ୨୨୬୪୩, ନୂତନ ନଂ ୧୬୩୫୯