ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନସେବାରେ ୨୫ ବର୍ଷ ପୂରଣ ହେବା ଅବସରରେ ବିଜେପି ସେପ୍ଟେମ୍ବର ୧୭ ରୁ ସେବା ସଂକଳ୍ପ ଅଭିଯାନ ଆରମ୍ଭ କରିବ। ୧୨ଟି ପ୍ରମୁଖ କାର୍ଯ୍ୟକ୍ରମର ଦାୟିତ୍ୱ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ଦାୟିତ୍ବ ଦିଆଯାଇଛି । Read More >
ମୁମ୍ବାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଏକ ବଡ଼ ପଦକ୍ଷେପ ନେଇଛି। ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସିବିଆଇ ପକ୍ଷରୁ ଏକ ନୂତନ ଏଫ୍ଆଇଆର୍ ରୁଜୁ କରାଯାଇଛି। Read More >
ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ସକ୍ରିୟ ଓକିଲମାନଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର କ୍ୟାଶଲେସ୍ ଚିକିତ୍ସା ସୁବିଧା ଘୋଷଣା କରିଛନ୍ତି। କଲ୍ୟାଣ ପାଣ୍ଠି, ଚାମ୍ବର ଏବଂ ଆଇନ ଅଧିକାରୀମାନଙ୍କୁ ଟ୍ୟାବଲେଟ୍ ପ୍ରଦାନ ସହ କେତେକ ବଡ଼ ନିଷ୍ପତ୍ତି ନିଆଯାଇଛି। Read More >
CGPSC ପରୀକ୍ଷା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ର OSD ଚେତନ ବୋର୍ଘରିଆଙ୍କୁ ମନି ଲଣ୍ଡ୍ରିଂ ମାମଲାରେ ଗିରଫ କରିଛି। ବୋର୍ଘରିଆଙ୍କୁ ED ୬ ଦିନିଆ ରିମାଣ୍ଡରେ ନେଇଛି। ତଦନ୍ତ ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୬୬ ଲକ୍ଷ ଟଙ୍କା ମିଳିଛି। Read More >
ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳିତ ହେବ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନର ଶୁଭ ଅବସରରେ ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଘରେ 'ଆଶୀର୍ବାଦର ଦୀପ' ପ୍ରଜ୍ଜ୍ୱଳନ କରିବାକୁ ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆହ୍ୱାନ କରିଛନ୍ତି । Read More >
ନୂଆଦିଲ୍ଲୀ: ଏକ ଅଜଣା ନମ୍ବରରୁ ଆସିଥିବା ବିବାହ ନିମନ୍ତ୍ରଣ ପତ୍ର ଡାଉନଲୋଡ୍ କରୁ କରୁ ଖାଲି ହୋଇଗଲା ବ୍ୟାଙ୍କ ଆକାଉଣ୍ଟ । ଯେଉଁ ବିବାହ ନିମନ୍ତ୍ରଣ ଖୁସି ଦେଇଥିଲା ସେହି ନିମନ୍ତ୍ରଣ ପତ୍ର ଆଖିରେ ଲୁହ ଦେଇଗଲା । ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି ଉତ୍ତର ପ୍ରଦେଶ ଗୌରାବାଦଶାହପୁର ଅଞ୍ଚଳର କୁରେଥୁ ଗ୍ରାମର ବାସିନ୍ଦା ପ୍ରିନ୍ସ ଯାଦବ । Read More >
ନୂଆଦିଲ୍ଲୀ: ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଗୋଟିଏ ଦଳର ଅନ୍ୟ ଦଳ ପୁଣି ଆଉ ଗୋଟିଏ ଦଳକୁ ଡେଉଁଥିବା ନେତାଙ୍କ ଉପରେ କଟକଣା ଲଗାଇବାକୁ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟସଭା ସାଂସଦ କପିଲ ସିବଲ ଏକ ପ୍ରସ୍ତାବ ଦେଇଛନ୍ତି । କପିଲ ସିବଲ୍ ରାଜନୈତିକ ଘୋଡ଼ା ବେପାରେ ସାମିଲ ହେଉଥିବା ବା ଦଳ ବଦଳ କରୁଥିବା ସାଂସଦ କିମ୍ବା ବିଧାୟକଙ୍କ ଉପରେ ଅତିକମରେ ୧୦ ବର୍ଷ ପାଇଁ କଟକଣା ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । Read More >
BRICS ସମ୍ମିଳନୀରେ ଆତଙ୍କବାଦ ପ୍ରଶ୍ନରେ ଭାରତର ଆଭିମୁଖ୍ୟ ଦୃଢ଼ ରହିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ BRICS ସମସ୍ତ ପ୍ରକାରର ଆତଙ୍କବାଦକୁ ନିନ୍ଦା କରିଛି ଏବଂ ୨୨ ଏପ୍ରିଲ ୨୦୨୫ର ପହଲଗାମ ଆକ୍ରମଣକୁ ଅଗ୍ରହଣୀୟ ବୋଲି ମାନିଛି। Read More >
ଟିଏମସି ଛାଢ଼ି ଏନସିପିଆଇରେ ମିଶିଥିବା ୨୦ ସାଂସଦଙ୍କ ମଧ୍ୟରୁ ୧୭ ଜଣ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ ବୋଲି କୁଚବିହାର ଲୋକସଭା ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା ବସୁନିୟା ସୋମବାର ଏକ ବଡ଼ ବୟାନ ଦେଇଛନ୍ତି । ଯାହା ପରେ ପଶ୍ଚିମବଙ୍ଗରେ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । Read More >
ସୀମାନ୍ତ ରାଜ୍ୟ ହୋଇଥିବାରୁ ପଞ୍ଜାବ ବିଭିନ୍ନ ଷଡ଼ଯନ୍ତ୍ର ଓ ଆହ୍ୱାନର ସାମ୍ନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି। ତେବେ ପଞ୍ଜାବ ପୁଲିସ ସକ୍ଷମ ଏବଂ ଏସବୁର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି। Read More >
ଇମ୍ଫାଲ୍: ଦେଶର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ହିଂସା ଏବେ ବି ଥମିବାର ନାଁ ନେଉନାହିଁ। ରାଜ୍ୟର ତାମେଙ୍ଗଲଂ ଏବଂ ନୋନି ଜିଲ୍ଲାରେ ରବିବାର ଦୁଇଟି ଅଲଗା ଅଲଗା ସନ୍ଦିଗ୍ଧ ଉଗ୍ରବାଦୀ ଆକ୍ରମଣରେ Read More >
ପ୍ରତିରକ୍ଷା ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ବଡ଼ ସଫଳତା। DRDO ବିକଶିତ କଲା ସ୍ୱଦେଶୀ GaN ଟେକ୍ନୋଲୋଜି। ସିଲିକନ୍ ତୁଳନାରେ ୩୦୦ ଗୁଣା ଅଧିକ କ୍ଷମତାସମ୍ପନ୍ନ ଏହି ଚିପ୍ ରଡାର୍, ଡ୍ରୋନ୍ ଓ ଇଲେକ୍ଟ୍ରୋନିକ୍ ୱାରଫେୟାରରେ ବ୍ୟବହୃତ ହେବ। Read More >
ନନ୍ଦନକାନନରେ ସୁରକ୍ଷିତ ଅଛନ୍ତି ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସ୍ପଷ୍ଟ କଲା କର୍ତ୍ତୃପକ୍ଷ
ସଚିନ, ଗାଙ୍ଗୁଲି ଏବଂ ଶାସ୍ତ୍ରୀଙ୍କୁ ମିଳୁ ବଡ଼ ଦାୟିତ୍ୱ, ବିସିସିଆଇକୁ ସୁନୀଲ ଗାଭାସ୍କରଙ୍କ ସ୍ୱତନ୍ତ୍ର ପରାମର୍ଶ
ସମ୍ବଲପୁରରେ ବଡ଼ ଅଘଟଣ: ହଠାତ୍ ଜଳିଗଲା ଗଣେଶ ପୂଜା ମଣ୍ଡପ, ଅଳ୍ପକେ ବର୍ତ୍ତିଲେ ଲୋକେ
ସେପ୍ଟେମ୍ବର ୧୭ ରୁ ବିଜେପିର ସେବା ସଂକଳ୍ପ ଅଭିଯାନ, ୧୨ ନେତାଙ୍କୁ ମିଳିଲା ବଡ଼ ଦାୟିତ୍ୱ