ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କୁ ଭେଟିବା ପରେ ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ ଟିଏମସି (TMC) ପକ୍ଷରୁ ଘୋଷିତ ପ୍ରାର୍ଥୀ ସଞ୍ଚିତା ପ୍ରଧାନ ନିଜର ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି, ଯାହା ମମତା ଗୋଷ୍ଠୀ ପାଇଁ ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି। Read More >
ମହାରାଷ୍ଟ୍ର FDA ଗୁଣବତ୍ତା ପରୀକ୍ଷାରେ ଫେଲ୍ ହୋଇଥିବା ପାରାସିଟାମୋଲ 500mg ଏବଂ ଟେଲମିସାର୍ଟନ 40mg ବ୍ୟାଚ୍ର ବଣ୍ଟନ ରୋକିବାକୁ ଏବଂ ଷ୍ଟକ୍ ଫେରସ୍ତ ନେବାକୁ ନିର୍ଦ୍ଦେଶ ଦେଇଛି। Read More >
କୋଲକାତା: ପଶ୍ଚିମବଙ୍ଗର ରାଜନୈତିକ କରିଡରରେ ଏବେ ଏକ ବଡ଼ଧରଣର ହଇଚଇ ସୃଷ୍ଟି ହୋଇଛି। ନନ୍ଦିଗ୍ରାମ ଆସନରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ଏକ ପୁରୁଣା Read More >
ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ଉନ୍ନୟନ ପ୍ରାଧିକରଣ କଂଗ୍ରେସ ଦଳର ହେବାକୁ ଥିବା "ଛାତ୍ରୋଁ କି ଗୁଞ୍ଜ୍" କାର୍ଯ୍ୟକ୍ରମ ପାଇଁ କଂଗ୍ରେସଠାରୁ ଜମା ରାଶି ନେଇଛନ୍ତି । ସେପ୍ଟେମ୍ବର ୧୯ ତାରିଖରେ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ସଭା ପାଇଁ ଏକ ଅସ୍ଥାୟୀ ଜମି ଲିଜ୍ ବାବଦକୁ ଆଇଡିଏ ପାଖରେ ଅତିରିକ୍ତ ୪.୦୩ ଲକ୍ଷ ଜମା କରିଛି । ଏହା ଦ୍ୱାରା କାର୍ଯ୍ୟକ୍ରମ ସ୍ଥାନର ମୋଟ ଲିଜ୍ ପରିମାଣ ୧୪.୧୧ ଲକ୍ଷକୁ ବୃଦ୍ଧି ପାଇଛି। Read More >
ନୂଆଦିଲ୍ଲୀ: ପାକିସ୍ତାନ ନୌସେନା ଯୁଦ୍ଧ ଜାହାଜ ପିଏନ୍ଏସ୍ ହୁନୈନ ସହିତ ଭାରତୀୟ ନୌସେନା ଯୁଦ୍ଧ ଜାହାଜ ଆଇଏନ୍ଏସ୍ କୋଲକାତା ଧକ୍କା ହେବା ପରେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ଭାରତ ଖଣ୍ଡନ କରିଛି । ପାକିସ୍ତାନର ସମସ୍ତ ଦାବିକୁ ବୈଦେଶିକ ମନ୍ତ୍ରାଳୟ ଖଣ୍ଡନ କରିଛନ୍ତି । Read More >
ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ବିଧାନସଭା ଉପନିର୍ବାଚନ ପୂର୍ବରୁ ଆଉ ଏକ ଝଟକା ଲାଗିଛି । ଦଳର ନାମ ଓ ଚିହ୍ନ ପରିବର୍ତ୍ତନ ପରେ ମୁହଁ ମୋଡ଼ି ଦେଇଛନ୍ତି ଆଉ ଜଣେ ପ୍ରତ୍ୟାଶୀ । ନନ୍ଦିଗ୍ରାମ ଆସନରୁ ମମତା ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସଞ୍ଚିତା ପ୍ରଧାନ ନିର୍ବାଚନରୁ ନିଜ ନାମ ଫେରାଇ ନେଇଛନ୍ତି । Read More >
ନୂଆଦିଲ୍ଲୀ: ବଦଳିଯାଇଛି ପଶ୍ଚିମବଙ୍ଗ ରାଜନୀତି । ପଶ୍ଚିମବଙ୍ଗରେ ଉଭା ହୋଇଛି ନୂତନ ଦଳ । ବିଧାନସଭା ପରେ ଗାଦିଚ୍ୟୁତ ହୋଇଥିବା ତୃଣମୂଳ କଂଗ୍ରେସ ଏବେ ଦୁଇ ଫାଳ ହୋଇସାରିଛି । ଗୋଟିଏ ପଟେ ମମତା ବାନାର୍ଜୀଙ୍କ ଦଳ ଏବଂ ଅନ୍ୟପଟେ ବିଦ୍ରୋହୀ ଋତବ୍ରତ ବାନାର୍ଜୀଙ୍କ ଦଳ । ଆଗାମୀ ଦିନରେ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଦୁଇଟି ଦଳ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ନୂତନ ନାମ ଓ ଚିହ୍ନ ଘୋଷଣା କରିଛନ୍ତି । Read More >
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ନାମ ଓ ଚିହ୍ନ ପରିବର୍ତ୍ତନକୁ ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ ବିଜେପି ଏବଂ ଇସିଆଇଙ୍କ ଉପେର “ଦଳ ଚୋରି”ର ଅଭିଯୋଗ ଲଗାଇଛନ୍ତି । Read More >
ନୂଆଦିଲ୍ଲୀ: ପୁଣି ଥରେ ଗଣ ବଳାତ୍କାର ଏବଂ ବିଭତ୍ସ ହତ୍ୟାରେ ଦୋହଲିଛି ଜାତୀୟ ରାଜଧାନୀ ଦିଲ୍ଲୀ । ଜଣେ ନାବାଳିକାକୁ ଗଣଦୁଷ୍କର୍ମ ପରେ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ ୩ ଜଣ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ପୋଲିସ ସେମାନଙ୍କଠାରୁ ଛୁରୀ ଓ ଏକ ଟେମ୍ପୋ ଗାଡ଼ି ଜବତ କରିଛି । Read More >
ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ତୃଣମୂଳ କଂଗ୍ରେସ ନାମ ଏବଂ ଚିହ୍ନ ଉପରେ କଟକଣା ଜାରି କରିବା ନିଷ୍ପତିକୁ ମମତା ବାନାର୍ଜୀ ପ୍ରବଳ ବିରୋଧ କରିଛନ୍ତି । ଇସିଆଇଙ୍କ ଟାଇମଲାଇନକୁ ଦେଖି ମମତା ବାନାର୍ଜୀ ରାତାରାତି ଦଳର ନୂତନ ଚିହ୍ନ ଓ ନାମ ପ୍ରସ୍ତାବ ଦାଖଲ କରିଛନ୍ତି । Read More >
ଆଇପିଏସ୍ ଅମିତେନ୍ଦ୍ର ନାଥ ସିହ୍ନା ହେଲେ (BSF IG) ବିଏସଏଫ୍ ଆଇଜି। ବର୍ତ୍ତମାନ ସେ ସିଆରପିଏଫ ଆଇଜି ଥିବା ବେଳେ ତାଙ୍କୁୁ ବିଏସଏଫ୍ ଆଇଜି ଭାବେ ନିଯୁକ୍ତି ମିଳିଛି Read More >
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ କମ୍ପାନୀ ତାର ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ଚାକିରୀରୁ ନିଲମ୍ବିତ କରିଛି । 'ପୋଷ୍ଟ-ଫ୍ଲାଇଟ୍ ଡିକ୍ଲାରେସନ୍' (ଉଡ଼ାଣ-ପରବର୍ତ୍ତୀ ଘୋଷଣାନାମା) ଦାଖଲ କରିବାରେ ବିଳମ୍ବ ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । Read More >
୨୦ ଘଣ୍ଟାର ଅଚଳାବସ୍ଥା ପରେ ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି, ବୁଝାସୁଝା ପରେ ପୂଜାର୍ଚ୍ଚନା ଆରମ୍ଭ
ନନ୍ଦିଗ୍ରାମ ଉପନିର୍ବାଚନରେ ମମତା ଗୋଷ୍ଠୀକୁ ବଡ଼ ଝଟକା ଦେଇଥିବା ସଞ୍ଚିତା ପ୍ରଧାନ କିଏ?
ଓସ୍କାର ଦୌଡରେ ମରାଠୀ ଫିଲ୍ମ ‘ଗୋନ୍ଧଳ’ , ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା
ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼