ସର୍ବକାଳୀନ ରେକର୍ଡ ଭାଙ୍ଗିଛି ଚଳିତ ଏପ୍ରିଲ୍ ୨୦୨୪ରେ ଜିଏସ୍ଟି ସଂଗ୍ରହ। ଜିଏସ୍ଟି ସଂଗ୍ରହ ୨.୧୦ ଲକ୍ଷ କୋଟିରେ ପହଞ୍ଚିଛି। ରାଜସ୍ବ ବର୍ଷ ତୁଳନାରେ ଏହା ମୋଟ ୧୨.୪ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। Read More >
ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯିବାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । Read More >
ଦେଶରେ ଦ୍ରବ୍ୟ ଏବଂ ସେବା କର ବା ଜିଏସଟି ସଂଗ୍ରହ ଆକଳନ ସମସ୍ତ ରେକର୍ଡ ଭାଙ୍ଗି ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଏପ୍ରିଲ୍ ୨୦୨୪ ରେ ଜିଏସଟି ସଂଗ୍ରହ ୨.୧୦ ଲକ୍ଷ କୋଟିରେ ପହଞ୍ଚିଛି । Read More >
ନକ୍ସଲ ଏନ୍କାଉଣ୍ଟର ବେଳେ ଯବାନଙ୍କୁ ଆକ୍ରମଣ କଲା ଭାଲୁ । ମଙ୍ଗଳବାର ଦିନ ଛତିଶଗଡ଼ର ନାରାୟଣପୁର ଓ କାଙ୍କେର ଜିଲ୍ଲାର ସୀମାରେ ଏନକାଉଣ୍ଟର କରାଯାଉଥିଲା । Read More >
କୋଭିଶିଲ୍ଡ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି । ବିଶାଲ ତିୱାରୀ ନାମକ ଜଣେ ଆଇନଜୀବି କୋଭିଶିଲ୍ଡ ଟିକା ସମ୍ପର୍କରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । Read More >
ଦୁଇ ଭାଗରେ ଭାଗ ହୋଇଛି ଭାରତର ସର୍ବ ପୁରାତନ କମ୍ପାନୀ ଗୋଦରେଜ୍। ଏପରିକି ଗୋଦରେଜ ଗ୍ରୁପ୍ ଅଫ୍ କମ୍ପାନୀର ସବୁ ସମ୍ପତ୍ତି ମଧ୍ୟ ଭାଗ ଭାଗ ହୋଇ ଯାଇଛି। Read More >
ସାତ ଫେରା ବିନା ବିବାହ ବୈଧ ନୁହେଁ । ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଅନେକ ନୀତି ନିୟମକୁ ମାନିବାକୁ ପଡିଥାଏ । ସମସ୍ତ ରୀତିନୀତି ଓ ପରମ୍ପରାକୁ ଆଧାର କରି ଦଶଦିଗପାଳଙ୍କୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥି ହୋଇରହିବା ପାଇଁ ଶପଥ ନେଇଥାନ୍ତି । Read More >
ନିର୍ବାଚନ ପୂର୍ବରୁ ବାରମ୍ଵାର କଂଗ୍ରେସକୁ ମିଳୁଛି ବଡ ଝଟକା। ଜଣ ଜଣ କରି ଅସନ୍ତୋଷ ନେତାମାନେ ଦଳ ଛାଡୁଛନ୍ତି। ବର୍ତ୍ତମାନ ଦିଲ୍ଲୀ କଂଗ୍ରେସରେ ଜାରି ରହିଛି କନ୍ଦଳ। Read More >
ନାତୁଣୀ ବାହାଘରରେ ଜୀବନ୍ତ ଜଳିଗଲେ ଜେଜେବାପା । କିଛି କ୍ଷଣ ମଧ୍ୟରେ ସବୁ କିଛି ସରିଗଲା । ବାହାଘର ଉତ୍ସବରେ ସମସ୍ତେ ଖୁସି ମନାଉଥିଲେ କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ଦୁଃଖର ପାହାଡ ମାଡିଆସିଲା । ବିବାହର ସୁଖ ଶୋକରେ ବଦଳିଗଲା । Read More >
ପଦ୍ମ ଧରିଲେ ଅଭିନେତ୍ରୀ ରୁପାଲି ଗାଙ୍ଗୁଲି। ଲୋକପ୍ରିୟ ସିରିଏଲ ଅନୁପମାର ମୁଖ୍ୟ ଚରିତ୍ରରେ ଅଭିନୟ କରି ସେ ଖୁବ ଫେମ୍ ପାଇଥିଲେ। ଅଭିନୟରୁ ସିଧାସଳଖ ରାଜନୀତିରେ ପାଦ ରଖିଛନ୍ତି ରୁପାଲି। Read More >
ଡିଜେ ବଜାଇବାକୁ ବିରୋଧ କରିବାରୁ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୁତ୍ତ। ଏପରି ଏକ ଅମାନବୀୟ କାଣ୍ଡ ଉତ୍ତରପ୍ରଦେଶର ଦେବରିୟାରେ ହୋଇଛି। Read More >
ନିର୍ବାଚନୀ ଋତୁରେ ଶସ୍ତା ହେଲା ଏଲପିଜି ସିଲିଣ୍ଡର ଗ୍ୟାସ । ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଲଗାତାର ଦ୍ୱିତୀୟ ଥର ପାଇଁ କମର୍ସିଆଲ୍ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। Read More >
ପାଣି ଶଙ୍କଟକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଚାଷି
ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ନେଲା ଜଣଙ୍କ ଜୀବନ
ସର୍ବକାଳୀନ ରେକର୍ଡ ଭାଙ୍ଗିଛି ଚଳିତ ଏପ୍ରିଲ୍ ୨୦୨୪ରେ ଜିଏସ୍ଟି ସଂଗ୍ରହ
ଗଜପତିରେ ଧରା ପଡିଲା ଚେନ ଚୋର