ଗୌତମ ଆଦାନୀ ଏବଂ ତାଙ୍କ ପରିବାର, ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ପଛରେ ପକାଇ M3M ହୁରୁନ୍ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୬ ରେ ପ୍ରଥମ ସ୍ଥାନ ପୁଣି ଥରେ ହାସଲ କରିଛନ୍ତି। ଆଦାନୀଙ୍କ ସମ୍ପତ୍ତି ୧୩ ପ୍ରତିଶତ ବୃଦ୍ଧି ପାଇ ୯.୨୩ ଲକ୍ଷ କୋଟି ଟଙ୍କା (୯୬ ବିଲିୟନ୍ ଡଲାର୍) ହୋଇଯାଇଛି, ଯେଉଁଠାରେ କି ଅମ୍ବାନୀଙ୍କ ସମ୍ପତ୍ତି ୧୦ ପ୍ରତିଶତ କମି ୮.୬୩ ଲକ୍ଷ କୋଟି ଟଙ୍କା (୯୦ ବିଲିୟନ୍ ଡଲାର୍) ରହିଯାଇଛି। ଏବେ ଆଦାନୀ, ଅମ୍ବାନୀଙ୍କଠାରୁ ୫୯,୪୦୦ କୋଟି ଟଙ୍କା ଆଗରେ ଅଛନ୍ତି।
Read More >