ଯଦି ସୁପ୍ରିମକୋର୍ଟ ଏହି ଆବେଦନକୁ ଗ୍ରହଣ କରି ଶୁଣାଣି କରନ୍ତି, ତେବେ ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟଙ୍କ ଅସୁବିଧା ବଢିପାରେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ଗିରଫଦାରୀ ଉପରେ ଲାଗିଥିବା ରୋକ୍ ବଳବତ୍ତର ରହିଛି, କିନ୍ତୁ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ମାମଲାର ଦିଗ ବଦଳାଇ ଦେଇପାରେ।
Read More >