ଜମ୍ମୁ-କାଶ୍ମୀର ବିଧାନସଭାର ବଜେଟ୍ ଅଧିବେଶନ ସମୟରେ ପ୍ରବଳ ପାଟିତୁଣ୍ଡ ଓ ହଙ୍ଗାମା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ନାରେ ନାରାବାଜି କରି କଂଗ୍ରେସ ଏବଂ ବିଜେପି ବିଧାୟକମାନେ ମୁହାଁମୁହିଁ ହୋଇଛନ୍ତି, ଯାହାଫଳରେ ପରିସ୍ଥିତି ଧସ୍ତାଧସ୍ତି ପର୍ଯ୍ୟନ୍ତ ଯାଇଥିଲା। ଏହି ସମୟରେ ଖାମେନେଇଙ୍କ ଫଟୋ ଦେଖାଯିବା ପରେ ହଙ୍ଗାମା ଆହୁରି ତୀବ୍ର ହୋଇଥିଲା।
Read More >