ଜୁନ ୪ ସୁଦ୍ଧା କେରଳ ଛୁଇଁବ ମୌସୁମୀ, ଚଳିତ ବର୍ଷ ସ୍ବାଭାବିକ ବର୍ଷା
Khabar Odisha:IMD-predicts-thunderstorm-activities-in-Odisha-yellow-alert-for-several-districts
ଖବର ଓଡିଶା : 26/05/2023

ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ l ଜୁନ ୪ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ l ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଦେଶରେ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ରୁହେ l ତେବେ ଜୁନ ପହିଲା ସୁଦ୍ଧା ଦେଶରେ ମୌସୁମୀ ପହଞ୍ଚିବାର ସମ୍ଭାବନା ନାହିଁ l କିନ୍ତୁ ଚଳିତ ବର୍ଷ ସ୍ବାଭାବିକ ବର୍ଷା ହୋଇପାରେ l ଆଇଏମଡି ସୂଚନା ଅନୁସାରେ ଆସନ୍ତା ୩ ସପ୍ତାହ ଯାଏ ଆରବ ସାଗରରେ କୌଣସି ସାଇକ୍ଲୋନ ହେବାର ସମ୍ଭାବନା ନାହିଁ ।

Subscribe

National International State Sports Entertainment