ଆଜି ଜମ୍ମୁ-କଶ୍ମୀରରେ ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ । ଭୂକମ୍ପ କେନ୍ଦ୍ର ଠାରୁ ୧୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା । ଭୂକମ୍ପର ପ୍ରଭାବରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଭୂକମ୍ପର ଝଟକା ଅନୁଭୂତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଜମ୍ମୁ-କଶ୍ମୀରର ଉତ୍ତର-ପୂର୍ବରେ ଭୂକମ୍ପ ସୃଷ୍ଟି ହୋଇଥିଲା ।