ମା' ହେବାକୁ ଯାଉଛନ୍ତି ନେହା କକ୍କର, ୪୫ ଦିନ ପୂର୍ବରୁ କରିଥିଲେ ବିବାହ
Khabar Odisha:Neha-Kakkar-is-pregnant
ନୂଆଦିଲ୍ଲୀ, ଡିସେମ୍ବର 18(ଖବର ଓଡିଶା) :

ବଲିଉଡ ସିଙ୍ଗର ନେହା କକ୍କର ନିଜ ଫ୍ୟାନଙ୍କୁ ପୁଣି ଏକ ଖୁସି ଖବର ଦେଇଛନ୍ତି  ।  ନେହା ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଜଣାଇଛନ୍ତି ।

ନେହା ନିଜ ଇନଷ୍ଟାଗ୍ରାମରେ ପତି ରୋହନପ୍ରୀତ ସିଂଙ୍କ ସହିତ ରୋମାଣ୍ଟିକ ଫଟୋ ସେୟାର କରିଥିଲେ। ଯେଉଁଥିରେ ନେହା ପ୍ରେଗନାଣ୍ଟ ଥିବା ନଜର ଆସୁଛନ୍ତି ।  ଫଟୋରେ ନେହା ବ୍ଲୁ ଡେନିମ ରଙ୍ଗର ଡଙ୍ଗରୀ ପିନ୍ଧି ରୋହନପ୍ରୀତଙ୍କ ସହିତ ନଜର ଆସିଛନ୍ତି । ଏହାକୁ ସେୟାର କରି ନେହା କ୍ୟାପ୍ସନର୍ ଲେଖିଛନ୍ତି ' #KhyaalRakhyaKar. ସେ ଗତ ଅକ୍ଟୋବର ୨୪ରେ ବିବାହ କରିଥିଲେ   ନେହାଙ୍କ ଗର୍ଭବତୀ ଖବରକୁ ନେଇ ତାଙ୍କ ଫ୍ୟାନ୍ ଏବେ ଆଶ୍ଟର୍ଯ୍ୟ ହୋଇପଡିଛନ୍ତି ।

  • Tags:

Subscribe

National International State Sports Entertainment