|
ବଲିଉଡ ସିଙ୍ଗର ନେହା କକ୍କର ନିଜ ଫ୍ୟାନଙ୍କୁ ପୁଣି ଏକ ଖୁସି ଖବର ଦେଇଛନ୍ତି । ନେହା ଖୁବଶୀଘ୍ର ମା' ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଜଣାଇଛନ୍ତି ।
ନେହା ନିଜ ଇନଷ୍ଟାଗ୍ରାମରେ ପତି ରୋହନପ୍ରୀତ ସିଂଙ୍କ ସହିତ ରୋମାଣ୍ଟିକ ଫଟୋ ସେୟାର କରିଥିଲେ। ଯେଉଁଥିରେ ନେହା ପ୍ରେଗନାଣ୍ଟ ଥିବା ନଜର ଆସୁଛନ୍ତି । ଫଟୋରେ ନେହା ବ୍ଲୁ ଡେନିମ ରଙ୍ଗର ଡଙ୍ଗରୀ ପିନ୍ଧି ରୋହନପ୍ରୀତଙ୍କ ସହିତ ନଜର ଆସିଛନ୍ତି । ଏହାକୁ ସେୟାର କରି ନେହା କ୍ୟାପ୍ସନର୍ ଲେଖିଛନ୍ତି ' #KhyaalRakhyaKar. ସେ ଗତ ଅକ୍ଟୋବର ୨୪ରେ ବିବାହ କରିଥିଲେ । ନେହାଙ୍କ ଗର୍ଭବତୀ ଖବରକୁ ନେଇ ତାଙ୍କ ଫ୍ୟାନ୍ ଏବେ ଆଶ୍ଟର୍ଯ୍ୟ ହୋଇପଡିଛନ୍ତି ।
View this post on Instagram A post shared by Neha Kakkar (Mrs. Singh) (@nehakakkar) ଖବର ଓଡ଼ିଶା 18/12/2020 Reporter Tags: Facebook Tweets by Khabar Odisha ଲମ୍ବା ଚୁଟି ରଖିବା ନିଶା ନେଲା ଜୀବନ, ଷ୍ଟ୍ରେଟନିଂ ବେଳେ ଲାଗିଗଲା କରେଣ୍ଟ ଖବର ଓଡ଼ିଶା 16/01/2021 ଲେମନ୍ ଟି ପିଇଲେ ମିଳେ ଅନେକ ଫାଇଦା ଖବର ଓଡ଼ିଶା 15/01/2021 ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ମିଳୁଛି ତୁର୍କୀସ ଆଇସ୍କ୍ରିମ୍ ,ସନ୍ଧ୍ୟା ହେଲେ ଲାଗୁଛି ଭିଡ଼ ଖବର ଓଡ଼ିଶା 11/01/2021 ବାର୍ଡ ଫ୍ଲୁ ବିପଦକୁ ହାଲୁକାରେ ନିଅନ୍ତୁନି , ଜାଣନ୍ତୁ ଲକ୍ଷଣ ଓ ଉପଚାର ଖବର ଓଡ଼ିଶା 10/01/2021 ପେଟରେ ଯନ୍ତ୍ରଣା ହେଉଛି କି ? ଅପଣାନ୍ତୁ ଏହି ସବୁ ଘରୋଇ ଉପାୟ ଖବର ଓଡ଼ିଶା 09/01/2021 ଶୀତ ଦିନରେ ମସଲା ଚା’ ପିଇବାର ରହିଛି ଏହି ଫାଇଦା ଖବର ଓଡ଼ିଶା 05/01/2021 ନିଜ ଦୈନନ୍ଦିନ ଖାଦ୍ୟରେ ଏହି ସବୁ ସାମିଲ କରନ୍ତୁ ଡାଇବେଟିସ ରୋଗୀ ଖବର ଓଡ଼ିଶା 04/01/2021 ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ କୁକିସ ଖବର ଓଡ଼ିଶା 03/01/2021 ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଶରାରକୁ ଅନେକ ଫାଇଦା ଦିଏ ଏହି ସବୁ ଖଟା ଫଳ ଖବର ଓଡ଼ିଶା 31/12/2020 ଆପଣଙ୍କ ଆଖିତଳ କଳା ପଡ଼ୁଛି କି ? ଆପଣାନ୍ତୁ ଏହି ଉପାୟ ଖବର ଓଡ଼ିଶା 30/12/2020 ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପାଚିଲା ଅମୃତଭଣ୍ଡା ଖବର ଓଡ଼ିଶା 28/12/2020 ଡାଇବେଟିସ ହୋଇଥିଲେ ପୁରୁଷଙ୍କ ଠାରେ ଦେଖାଯାଏ ଏହି ସବୁ ଲକ୍ଷଣ, କରନ୍ତୁ ନାହିଁ ଅଣଦେଖା ଖବର ଓଡ଼ିଶା 26/12/2020 Subscribe Email * National International State Sports Entertainment
A post shared by Neha Kakkar (Mrs. Singh) (@nehakakkar)
Facebook
Email *
National International State Sports Entertainment