ଜି-୭ ନେତାମାନଙ୍କ ବୈଠକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍, ବ୍ରିଟେନ ପ୍ରଧାନମନ୍ତ୍ରୀ କୀର୍ ଷ୍ଟାର୍ମର, ଜର୍ମାନ ଚାନ୍ସେଲର ମର୍ଜ୍, ଇଟାଲୀ ପିଏମ୍ ମେଲୋନୀଙ୍କ ଭଳି ନେତା ଉପସ୍ଥିତ ଥିଲେ। ଏହି ବୈଠକକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁଠାରୁ ଶେଷରେ ଆସିଥିଲେ। ସେ ଆସୁ ଆସୁ କହିଥିଲେ- "ଆଇ ଏମ୍ ଦ ବସ୍"
Read More >