ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ପୁଣି ଥରେ ଆରମ୍ଭ ହୋଇଯାଇଛି। ଫଳରେ ଦୁଇ ଦେଶ ମଧ୍ୟରେ ଦେଖାଯାଉଥିବା ସ୍ଥାୟୀ ଯୁଦ୍ଧବିରତି ଆଶା ମଳିନ ପଡ଼ିଛି। ଇସଲାମାବାଦରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାହିର ଆନ୍ଦ୍ରାବି କହିଛନ୍ତି, ୨୩ ରୁ ୨୪ ମାର୍ଚ୍ଚ ମଧ୍ୟରାତ୍ରି ମଧ୍ୟରେ ଯୁଦ୍ଧବିରତି ଶେଷ ହୋଇଛି।
Read More >