ସାଉଦି ଆରବ ପାଖରେ ଆଧୁନିକ ଯୁଦ୍ଧବିମାନ, ମିସାଇଲ୍ ଡିଫେନ୍ସ ଏବଂ ବିଲିୟନ୍ ଡଲାର୍ର ଅସ୍ତ୍ରଶସ୍ତ୍ର ରହିଛି। ତଥାପି ଏହା ହୁତି (Houthi) ବିଦ୍ରୋହୀଙ୍କୁ ମାତ୍ ଦେଇପାରୁନାହିଁ। ଏହାର କାରଣ କେବଳ ସାମରିକ ଶକ୍ତି ନୁହେଁ, ବରଂ ୟେମେନ୍ର କଠିନ ଭୌଗୋଳିକ ପରିସ୍ଥିତି, ହୁତିମାନଙ୍କ ଗରିଲା ଯୁଦ୍ଧ କୌଶଳ, ଇରାନରୁ ମିଳୁଥିବା ସହାୟତା, ଦୁର୍ବଳ ସ୍ଥାନୀୟ ସମର୍ଥନ ଏବଂ ମହଙ୍ଗା ଅସ୍ତ୍ର ତୁଳନାରେ ଶସ୍ତା ଡ୍ରୋନ ବ୍ୟବହାର।
Read More >