ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଅସ୍ତ୍ରବିରତି ଲାଗୁ ହେବାର ମାତ୍ର କିଛି ଘଣ୍ଟା ପରେ ଦକ୍ଷିଣ ଲେବାନନ୍ରେ ପୁଣି ଥରେ ହିଂସା ଭେଟିଛି। ଇସ୍ରାଏଲର ବିମାନ ଓ ଡ୍ରୋନ୍ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଘରଦ୍ୱାର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଇସ୍ରାଏଲ୍ ଏପର୍ଯ୍ୟନ୍ତ ବଫର୍ ଜୋନ୍ ରୁ ନିଜ ସେନା ହଟାଇ ନାହିଁ, ଯାହାଫଳରେ ଏହି ଯୁଦ୍ଧବିରତି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Read More >