ଅଫଲାଇନ ପରିକ୍ଷା ବନ୍ଦ କରିବାକୁ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଲେ ସୋନୁ ସୁଦ
Khabar Odisha:in-support-of-student-sonu-sood-aopeal-cbse-to-cancel-offlinne-exam

ମୁମ୍ବାଇ,୧୧ଏପ୍ରିଲ(ଖବର ଓଡିଶା); ସମଗ୍ର ଦେଶରେ କରୋନାର ଦ୍ୱିତ୍ୱୀୟ ଲହର ଚାଲିଥିବା ବେଳେ ଅଫଲାଇନ ପରିକ୍ଷାକୁ ନେଇ ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀ ମାନେ ବିରୋଧ ଜାରି ରଖିଛନ୍ତି । ତେବେ ଏହାକୁ ନେଇ ଛାତ୍ରଙ୍କ ସପକ୍ଷରେ ବାହାରିଛନ୍ତି ବଲିଓଡ ଅଭୀନେତା ସୋନ ସୁଦ । ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି ଯେ ସମଗ୍ର ଦେଶରେ କରୋନାର କହର ଏବେ ଦୃତ ଗତିରେ ବଢିଚାଲିଛି ଗତ କାଲି ଗୋଟିଏ ଦିନରେ ଦେଢ ଲକ୍ଷରର ଅଧିକ କରୋନା ସଂକ୍ରମିତ ହେବା ପରେ ପିଲା ମାନେ ପରିକ୍ଷା ହଲରେ ବସି ପରିକ୍ଷା ଦେବାକୁ ପ୍ରସ୍ତୁତ ଥିବା ସେ ଅନୁଭବ କରୁନାହାନ୍ତି । ତେବେ ସେ ଏହି ଭିଡିଓ ଜରିଆରେ ସିବିଏସ୍‌ସି ଅଧିକାରିଙ୍କୁ ପରିକ୍ଷା ବନ୍ଦ କରି ଅନ୍ୟ ଉପାୟରେ ମୁଲ୍ୟଙ୍କନ କରିବାକୁ ସେ ଅନୁରୋଧ କରିଛନ୍ତି ।

ତେବେ ସେ ଏହି ଭିଡିଓରେ ସମସ୍ତେ ଛାତ୍ରଛାତ୍ରୀ ମାନଙ୍କୁ ସହୋଯୋଗ କରିବାକୁ ଅନୁରୋଧ କରିଛନ୍ତି ।

  • Tags:

Subscribe

National International State Sports Entertainment