|
ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାଣୀ ଫିଲ୍ମ ନିର୍ମାତା ବିଧୁ ବିନୋଦ ଚୋପଡାଙ୍କ ଫିଲ୍ମ ଶିକାରା- ଦ ଅନଟୋଲ୍ଡ ଷ୍ଟୋରୀ ଅଫ କାଶ୍ମୀର ପଣ୍ଡିତ ଦେଖି ଭାବୁକ ହୋଇ ପଡ଼ିଛନ୍ତି। ଏକ ଭାଇରାଲ ଭିଡ଼ିଓ କ୍ଳିପରେ ଆଡ଼ଭାଣୀଙ୍କ ଆଖିରୁ ଲୁହ ଜକେଇ ଆସୁଥିବା ଦେଖାଯାଇଛି। ଏହାପରେ ଚୋପଡା ତାଙ୍କ ନିକଟକୁ ଯାଇ ସାନ୍ତ୍ଵନା ଦେଉଥିବା ଦେଖାଯାଉଛି।
View this post on Instagram Shri L K Advani at the special screening of #Shikara. We are so humbled and grateful for your blessings and your appreciation for the film Sir. #HumWapasAayenge #Shikara #ShikaraScreening #VidhuVinodChopra @foxstarhindi A post shared by Vidhu Vinod Chopra Films (@vidhuvinodchoprafilms) on Feb 7, 2020 at 6:02am PST କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀର ଘାଟିରେ କିଭଳି ଭାବରେ ଶୋଷଣ କରାଯାଇଥିଲା, ସେମାନଙ୍କୁ କିଭଳି ଭାବରେ ସେମାନଙ୍କ ଘରୁ ବିତାଡ଼ିତ କରାଯାଇଥିଲା ତାହା ଦର୍ଶାଯାଇଛି। ଏହି ଫିଲ୍ମ ବିଧୁ ବିନୋଦ ଚୋପଡ଼ାଙ୍କ ହୃଦୟର ନିକଟତର ବୋଲି କୁହାଯାଉଛି। ତେବେ ଫିଲ୍ମ ଶିକାରା ଫେବୃଆରୀ ୦୭ରେ ରିଲିଜ୍ ହୋଇଛି। ପ୍ରଥମ ଦିନରେ ଫିଲ୍ମ ୧ କୋଟି ବ୍ୟବସାୟ କରିଛି। ୧୯୯୦ରେ କାଶ୍ମୀର ପଣ୍ଡିତଙ୍କୁ ସେମାନଙ୍କ ଘରୁ କିଭଳି ଭାବରେ ବିତାଡିତ କରାଯାଇଥିଲା ତାହା ଦେଖାଯାଇଛି। ଖବର ଓଡ଼ିଶା 08/02/2020 Reporter Tags: khabar odisha Facebook Tweets by Khabar Odisha ଆସନ୍ତାକାଲି ହାତକୁ ଦି’ ହାତ ହେବେ ବଲିଉଡ ଅଭିନେତା ବରୁଣ ଧଓ୍ୱାନ ଖବର ଓଡ଼ିଶା 23/01/2021 ଦିବଂଗତ ଅଭିନେତା ସୁଶାନ୍ତଙ୍କ ଜନ୍ମଦିନରେ ତାଙ୍କ ମୃତ୍ୟୁକୁ ନେଇ ପୁଣି ମୁହଁ ଖୋଲିଲେ ଅଭିନେତ୍ରୀ କଙ୍ଗନା ଖବର ଓଡ଼ିଶା 21/01/2021 ଆରପାରିରେ ଫିଲ୍ମ 'ଫୁକ୍ରେ' ଅଭିନେତା ଓଲାନୋକିଓଟନ ଖବର ଓଡ଼ିଶା 17/01/2021 ହାପି ବାର୍ଥ ଡେ ସିଦ୍ଧାର୍ଥ ମଲହୋତ୍ରା ଖବର ଓଡ଼ିଶା 16/01/2021 ରିଲିଜ ହେଲା ବହୁ ପ୍ରତୀକ୍ଷିତ ତାଣ୍ଡବ ୱେବ ସିରିଜ ଖବର ଓଡ଼ିଶା 15/01/2021 ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହଓ୍ବାଲ ଙ୍କୁ କରୋନା ଖବର ଓଡ଼ିଶା 12/01/2021 ମାଆ ହେଲେ ବବିତା ଫୋଗଟ, ସୋସିଆଲ ମିଡିଆରେ ସେୟାର କଲେ ଫଟୋ ଖବର ଓଡ଼ିଶା 12/01/2021 ବିରୁଷ୍କା ଦମ୍ପତିଙ୍କ କୋଳରେ କନ୍ୟା ସନ୍ତାନ, ଖେଳିଗଲା ଖୁସିର ମାହୋଲ ଖବର ଓଡ଼ିଶା 11/01/2021 ୨ ଶହ କେଜି ଗଞ୍ଜେଇ ଜବତ୍ ,ଗିରଫ ହେଲେ ଅଭିନେତ୍ରୀ ଦିଆ ମୀର୍ଜାଙ୍କ ପୂର୍ବତନ ମ୍ୟାନେଜର ରହିଲା ଓ ତାଙ୍କ ଭଉଣୀ ଖବର ଓଡ଼ିଶା 11/01/2021 ହାପି ବାର୍ଥ ଡେ ହ୍ରିତିକ ରୋଶନ ଖବର ଓଡ଼ିଶା 10/01/2021 ଫିଲ୍ମ ‘ଅନ୍ତିମ’ରେ ସଲମାନ ଖାନଙ୍କ ସହ ଧମାଲ କରିବେ ବରୁଣ ଧୱନ ଖବର ଓଡ଼ିଶା 09/01/2021 ୭୯ ବର୍ଷ ବୟସରେ ପ୍ରଖ୍ୟାତ ଫେଶନ ଡିଜାଇନର୍ ସତ୍ୟ ପଲ୍ ଙ୍କ ଦେହାନ୍ତ ଖବର ଓଡ଼ିଶା 07/01/2021 Subscribe Email * National International State Sports Entertainment
Shri L K Advani at the special screening of #Shikara. We are so humbled and grateful for your blessings and your appreciation for the film Sir. #HumWapasAayenge #Shikara #ShikaraScreening #VidhuVinodChopra @foxstarhindi
A post shared by Vidhu Vinod Chopra Films (@vidhuvinodchoprafilms) on Feb 7, 2020 at 6:02am PST
କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀର ଘାଟିରେ କିଭଳି ଭାବରେ ଶୋଷଣ କରାଯାଇଥିଲା, ସେମାନଙ୍କୁ କିଭଳି ଭାବରେ ସେମାନଙ୍କ ଘରୁ ବିତାଡ଼ିତ କରାଯାଇଥିଲା ତାହା ଦର୍ଶାଯାଇଛି। ଏହି ଫିଲ୍ମ ବିଧୁ ବିନୋଦ ଚୋପଡ଼ାଙ୍କ ହୃଦୟର ନିକଟତର ବୋଲି କୁହାଯାଉଛି।
ତେବେ ଫିଲ୍ମ ଶିକାରା ଫେବୃଆରୀ ୦୭ରେ ରିଲିଜ୍ ହୋଇଛି। ପ୍ରଥମ ଦିନରେ ଫିଲ୍ମ ୧ କୋଟି ବ୍ୟବସାୟ କରିଛି। ୧୯୯୦ରେ କାଶ୍ମୀର ପଣ୍ଡିତଙ୍କୁ ସେମାନଙ୍କ ଘରୁ କିଭଳି ଭାବରେ ବିତାଡିତ କରାଯାଇଥିଲା ତାହା ଦେଖାଯାଇଛି।
Facebook
Email *
National International State Sports Entertainment