ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ
Khabar Odisha:Rajnikant-will-get-this-year-Dada-Saheb-Falke-Award-for-2019
ଭୁବନେଶ୍ୱର, ଏପ୍ରିଲ 1 (ଖବର ଓଡିଶା) :

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ଦାଦା ସାହେବ ଫାଲକେ ଆୱାର୍ଡ ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର

ଚଳିତ ବର୍ଷ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ମିଳିବ । ଦୀର୍ଘ ୫୦ ବର୍ଷ ଧରି ଚଳଚ୍ଚିତ୍ର ଜଗତରେ ନିଜର ଅବଦାନ ଦେଇଛନ୍ତି ତାମିଲ, ତେଲୁଗୁ, ମାଲାୟଲମ, କନ୍ନଡ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ବେଶ ପ୍ରସିଦ୍ଧ ଲାଭ କରିଛନ୍ତି । ଏହି ଅଭିନେତା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ସେ ଜଣେ ଆକ୍ସନ ହିରୋ ଭାବେ ପରିଚିତ

ଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ରଜନୀକାନ୍ତଙ୍କୁ ଏହି ସମ୍ମାନ ମିଳିବ ତେବେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ଲେଖିଛନ୍ତି, ଭାରତୀୟ ଚଳଚିତ୍ର ଇତିହାସରେ ମହାନ ଅଭିନେତା ରଜନୀକାନ୍ତଙ୍କୁ 2019 ବର୍ଷ ପାଇଁ ଦାଦା ସାହେବ ଫାଲକେ ଆୱାର୍ଡ ଦିଆଯିବ ।

  • Tags:

Subscribe

National International State Sports Entertainment