ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବହୁଚର୍ଚ୍ଚିତ ଯୋଡ଼ି ଅନୁଭବ ଓ ଜାଗୃତି, ସାମ୍ନାକୁ ଆସିଲା ମେହେନ୍ଦୀର ଫଟୋ Khabar Odisha 11/03/2025 Share story: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ସାମ୍ବାଦିକା ଜାଗୃତି ଶୁକ୍ଳା । ରାଜସ୍ଥାନର ଜୟପୁର ଠାରେ ଏକ ରିସୋଟରେ ଆୟୋଜିତ ହେଉଛି ଷ୍ଟାର କପଲଙ୍କ ବାହାଘର। ଏହାରି ଭିତରେ ଉଭୟଙ୍କ ସଙ୍ଗୀତ, ମେହେନ୍ଦୀ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଜାଗୃତି ନିଜେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଜାଗୃତିଙ୍କୁ ନେଇ ଅନେକ ଆଲୋଚନା ହୋଇଥିଲା। ଅନେକ ଦିନରୁ ବିଭିନ୍ନ ଗଣମାଧ୍ୟମରେ ଅନୁଭବ- ଜାଗୃତିଙ୍କ ବିବାହ ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିଲା। ସୂଚନା ମୁତାବକ ଅନୁଭବ ଏବଂ ଜାଗ୍ରତିଙ୍କ ସମ୍ପର୍କ ୨୦୨୦ ମସିହାରେ ଆରମ୍ଭ ହୋଇଥିଲା । ଜାଗ୍ରତି ଲୋକସଭା ଟିଭିରେ ଉପସ୍ଥାପିକା ଥିବାବେଳେ ଯୁବ ସାଂସଦ ଭାବେ ଅନୁଭବଙ୍କ ସାକ୍ଷାତକାର ନେଇଥିଲେ । ପରେ ଅନୁଭଙ୍କ ଉପରେ ବହି ଲେଖିବା ଉଦ୍ଦେଶ୍ୟରେ ତାଙ୍କ ସହ ମିଳାମିଶା ଆରମ୍ଭ କରିଥିଲେ । ଏହା ପରଠୁ ସମ୍ପର୍କ ଆହୁରି ଘନିଷ୍ଠ ହୋଇଥିଲା । ୨୦୨୦ ମସିହାରେ ଅନୁଭବ ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କଠାରୁ ଡିଭୋର୍ସ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ବର୍ଷା ଅଭିଯୋଗ କରିଥିଲେ ଯେ , ଦିଲ୍ଲୀରେ ଥିବା ତାଙ୍କର ବାନ୍ଧବୀ ଜାଗ୍ରତିଙ୍କ ପାଇଁ ତାଙ୍କର ଡିଭୋର୍ସ ହେବାକୁ ଯାଉଛି । ପୁଣି ଅନୁଭବ ମଧ୍ୟ ସମୟ ସମୟରେ ଜାଗ୍ରତିଙ୍କ ଫଟୋ ପୋଷ୍ଟ କରୁଥିଲେ, ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ଏବେ ସବୁ ଚର୍ଚ୍ଚା ଭିତରେ ଉଭୟେ ଏକାଠି ହେବାକୁ ଯାଉଛନ୍ତି । ଶୁକ୍ରବାର ସେମାନେ ନିବର୍ନ୍ଧ ସରିଥିବା ବେଳେ ଆଜି ବାହାଘର ରହିଛି । View this post on Instagram A post shared by The Cine Clouds (@thecineclouds) Subhashree Sukla, , 11-03-2025 4:42PM ଯୁବରାଜ ସିଂହ, ରବିନ୍ ଉଥପ୍ପା, ଉର୍ବଶୀ ଓ ସୋନୁ ସୁଦଙ୍କ ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ, କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ Subhashree Sukla | 19-12-2025 7:28PM ed-attaches-assets-of-yuvraj-singh-sonu-sood-others-in-illegal-betting-app-case Read More > ମା' ହେଲେ କମେଡି କୁଇନ ଭାରତୀ ସିଂ; ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନକୁ ଦେଲେ ଜନ୍ମ Subhashree Sukla | 19-12-2025 3:07PM bharti-singh-and-haarsh-limbachiyaa-are-blessed-with-a-baby-boy-golla-takes-on-the-role-of-big-brother Read More > ଓଡ଼ିଶାର ସୁନାମଧନ୍ୟ ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁଙ୍କ ପରଲୋକ Swagatika Sahoo | 17-12-2025 4:58PM କେନ୍ଦ୍ରାପଡ଼ା: ଓଡ଼ିଆ ଚଳଚ୍ଚିତ୍ର ଜଗତର ପରିଚିତ ଚଳଚ୍ଚିତ୍ର ପ୍ରଯୋଜକ, ବିଶିଷ୍ଟ ବ୍ୟବସାୟ ଓ ସମାଜସେବୀ ରବୀନ୍ଦ୍ର ମୋହନ ସାହୁ (୮୨)ଙ୍କ ପରଲୋକ ହୋଇଛି । Read More > ବର୍ଡର୍-୨ ଟିଜର୍ ରିଲିଜ୍, ସନିଙ୍କ ଦମଦାର୍ ଡାଇଲଗ୍ ପୁରୁଣା ସ୍ମୃତିକୁ କଲା ତାଜା Swagatika Sahoo | 16-12-2025 5:24PM ମୁମ୍ବାଇ: ଆସନ୍ତା ସାଧାରଣତନ୍ତ୍ର ଦିବସ ପୂର୍ବରୁ ମୁକ୍ତିଲାଭ କରିବାକୁ ଯାଉଛି ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ୧୯୭୧ର ଯୁଦ୍ଧ କାହାଣୀକୁ ନେଇ ନିର୍ମିତ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ବର୍ଡର୍-୨’ । ଏହା ପୂର୍ବରୁ ମଙ୍ଗଳବାର ତାର ଟିଜର୍ ରିଲିଜ୍ ହୋଇଯାଇଛି । Read More > 'ଧୁରନ୍ଧର' ବକ୍ସ ଅଫିସ୍ କଲେକ୍ସନ: ୫୫୦ କୋଟି ଟପିଲା 'ଧୁରନ୍ଧର' Sangeeta Priyadarshini Sahoo | 16-12-2025 1:23PM ବକ୍ସ ଅଫିସରେ ଧମାଲ କରୁଛି ‘ଧୁରନ୍ଧର’। ଦ୍ୱିତୀୟ ରବିବାର ପ୍ରାୟ ୬୦ କୋଟି ଟଙ୍କା ସଂଗ୍ରହ କରି ବକ୍ସ ଅଫିସକୁ ଦୋହଲାଇ ଦେଇଛି ଏହି ଫିଲ୍ମ। ୧୦ ଦିନ ମଧ୍ୟରେ Read More > 'ଧୁରନ୍ଧର' ଫିଲ୍ମ ବିରୋଧରେ ପାକିସ୍ତାନ କୋର୍ଟରେ ଆବେଦନ Sangeeta Priyadarshini Sahoo | 14-12-2025 2:15PM ଧୁରନ୍ଧର" ଫିଲ୍ମଟି ଭାରତରେ ଏକ ଉତ୍ତେଜନା ସୃଷ୍ଟି କରୁଥିବା ବେଳେ, ଏହା ପାକିସ୍ତାନରେ ହଇଚଇ ସୃଷ୍ଟି କରୁଛି। ପାକିସ୍ତାନ କରାଚୀର ଏକ କୋର୍ଟରେ ଏହି ମୁଭି ବିରୋଧରେ ଏକ ଆବେଦନ ଦାଖଲ ହୋଇଛି Read More > ମେଜର ମୋହିତ ଶର୍ମା କିଏ? ସୋସିଆଲ ମିଡିଆରେ ଅସଲି'ଧୁରନ୍ଧର'ଙ୍କ ଚର୍ଚ୍ଚା Sangeeta Priyadarshini Sahoo | 12-12-2025 12:54PM ଥିଏଟରେ ରିଲିଜ୍ ହେବା ପରଠାରୁ ଚର୍ଚ୍ଚାରେ ଅଛି ଫିଲ୍ମ “ଧୁରନ୍ଧର”। ଆକ୍ସନ-ଥ୍ରୀଲରରେ ଭରପୁର ଏହି ଫିଲ୍ମ ସୋସିଆଲ ମିଡିଆର ସିରୋନାମାରେ ଅଛି। ପୂରା ସିନେମା-ହଲ୍ ପ୍ରଶଂସାରେ ପ୍ରକମ୍ପିତ ହୋଇଠୁଛି Read More > ପାକିସ୍ତାନ ପାଇଁ 'ଧୁରନ୍ଧର' ବହୁତ କ୍ଷତି ସହୁଛି: ଏହି ୫ଟି ଦେଶରେ ରିଲିଜ ହୋଇନାହିଁ Sangeeta Priyadarshini Sahoo | 11-12-2025 6:50PM ବଲିଉଡ୍ ଅଭିନେତା ରଣବୀର ସିଂହଙ୍କ ଫିଲ୍ମ 'ଧୁରନ୍ଧର' ରିଲିଜ୍ ହେବା ପରଠାରୁ ବକ୍ସ ଅଫିସରେ ରାଜ କରୁଛି। ଏହି ଫିଲ୍ମଟି ଭାରତରେ ଏବଂ ସାରା ବିଶ୍ୱରେ ବିଭ୍ରାଟ ସୃଷ୍ଟି କରୁଛି Read More > ନବୀନ ଜିନ୍ଦଲଙ୍କ ଝିଅ ବିବାହରେ ମଞ୍ଚରେ ଏକାଠି ନାଚିଲେ ଶାସକ-ବିରୋଧୀ; ଭାଇରାଲ ହେଲା ସୁପ୍ରିୟା, ମହୁଆ ଓ କଙ୍ଗନାଙ୍କ ଡ୍ୟାନ୍ସ ଭିଡିଓ Subhashree Sukla | 09-12-2025 6:11PM kangana-mahua-and-supriya-slay-dance-moves-at-naveen-jindals-daughters-wedding-watch Read More > ରେକର୍ଡ ଭାଙ୍ଗିଲା 'ଧୁରନ୍ଧର' : ପାର କଲା ୧୦୦ କୋଟି... Sangeeta Priyadarshini Sahoo | 09-12-2025 1:30PM "ଗୋଲିଓଁ କି ରାସଲୀଲା ରାମ ଲୀଲା" ୨୦୧୩ ରେ ରଣବୀର ସିଂହଙ୍କ 6 ତମ ସର୍ବାଧିକ ଆୟ କରିଥିବା ଫିଲ୍ମ ଥିଲା, ଯାହା ୧୧୭.୫୩ କୋଟି ଟଙ୍କା ଆୟ କରିଥିଲା Read More > ଯାତ୍ରା ଜଗତ ପାଇଁ ଦୁଃଖଦ ଖବର, ସଡକ ଦୁର୍ଘଟଣାରେ ଅଭିନେତା ଗୁରୁ ପୃଷ୍ଟିଙ୍କ ମୃତ୍ୟୁ Bhakta Samantaray | 09-12-2025 1:41AM ଭଦ୍ରକ: ଯାତ୍ରା ଜଗତ ପାଇଁ ବଡ ଦୁଃଖଦ ଖବର । ରବିବାର ବିଳମ୍ବିତ ସନ୍ଧ୍ୟାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଯୁବ ଯାତ୍ରା ଅଭିନେତା ଗୁରୁ ପୃଷ୍ଟି । ମୃତ୍ୟୁ ବେ Read More > ‘ବିଗ ବସ ୧୯’ର ବିଜୟ ମୁକୁଟ ପିନ୍ଧିଲେ ଗୌରବ ଖାନ୍ନା, ଟ୍ରଫି ସହ ମିଳିଲା ୫୦ ଲକ୍ଷର ପ୍ରାଇଜ ମନି Bhakta Samantaray | 08-12-2025 1:23AM ମୁମ୍ବାଇ: ଟିଭିର ସୁରପଷ୍ଟାର ଗୌରବ ଖାନ୍ନା ‘ବିଗ ବସ’ର ବିଜୟ ମୁକୁଟ ପିନ୍ଧିଛନ୍ତି । ଗୌରବ ଖନ୍ନା ‘ବିଗ ବସ ୧୯’ର ବିଜେତା ବୋଲି ସଲମାନ ଖାନ ଘୋଷଣା କରିଥିଲେ । ଟ୍ର Read More > Tweets by Khabar Odisha Recent ଆରାବଳୀ ସଂପର୍କିତ ୧୦୦ ମିଟର ବିବାଦ କଣ, ମାମଲା ସୁପ୍ରିମକୋର୍ଟ କେମିତି ପହଞ୍ଚିଲା ? ଜାଣନ୍ତୁ ୧୦ ବଡ଼ କଥା 'ଭାରତୀୟ ମୁଦ୍ରାରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବା ପାଇଁ ଚାଲିଛି ପ୍ରସ୍ତୁତି'! ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସଙ୍କ ଦାବି ଟ୍ରେନ୍ରେ ଶୌଚାଳୟ ପାଖରେ ବସି କୁସ୍ତି ଖେଳାଳି ୟୁପି ଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରତ୍ନଭଣ୍ଡାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲା; ASI ପକ୍ଷରୁ ହାଇକୋର୍ଟରେ ଦାଖଲ କରାଗଲା ସତ୍ୟପାଠ ଭିଡିଓ Raja Bhai's Dahi Gupchup Secret Goes Viral On Social Media | Khabar Odisha