ଆଜି ହେଉଛି ବିଜୟ ଭର୍ମାଙ୍କ ଜନ୍ମଦିନ । ତେବେ ବିଜୟ ବର୍ମା ଆଜି 38 ବର୍ଷ ବୟସରେ ପାଦ ରଖିଛନ୍ତି । ତାଙ୍କୁ କରୀନା କପୁର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେମାନେ ଜାନେ-ଜାନା ମୁଭିରେ ଏକାଠି ଦେଖିବାକୁ ମିଳିଥିଲା । କରିନା କପୁର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ମୁଭିର ଏକ ସିନ କୁ ରଖି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି "ଜନ୍ମଦିନର ଶୁଭେଚ୍ଛା ବିଜୟ ଭର୍ମା । ତୁମେ ତୁମର ଭବିଷ୍ୟତର ସମସ୍ତ ଚଳଚ୍ଚିତ୍ରରେ ନାଚ ଜାରି ରଖ। ତୁମକୁ ଗୋଟେ ବଡ ହଗ୍... ଆଇ ଲଭ ୟୁ।" ଖାଲି ଏତିକି ନୁହଁ ତାଙ୍କୁ କରୀନାଙ୍କ ଭଉଣୀ କରିସ୍ମା ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ଅଧିକା ପଢନ୍ତୁ: ଜନ୍ମଦିନରେ ରାମଚରଣ ଦେବେ ସର୍ପ୍ରାଇଜ୍