ହାପି ବାର୍ଥ ଡ଼େ ଦୀପିକା
Khabar Odisha:Happy-Birthday-Deepika
ଦିଲ୍ଲୀ,ଜାନୁଆରୀ 05 (ଖବର ଓଡିଶା) :

ଆଜି ହେଉଛି ଦୀପିକାଙ୍କ ଜନ୍ମଦିନ । ଦର୍ଶକ ମାନଙ୍କ ମନରେ ଘର କରିଥିବା ଦୀପିକା ପାଦୁକୋନ୍ ୩୫ବର୍ଷ ବୟସରେ ପାଦ ଥାପିଛନ୍ତି । ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି ସେ ।

୧୯୮୬ ମସିହା ଜାନୁୟାରୀ ୫ ରେ ଡେନମାର୍କରେ ସେ ଜନ୍ମଗ୍ରହଣ କରିଥିଲେ । ଦୀପିକା ତାଙ୍କର ବଲିଉଡ କ୍ୟାରିୟର ଅଭିନେତା ଶାହରୁଖ୍ ଖାନଙ୍କ ସହ ଫିଲ୍ମ 'ଓମ୍ ଶାନ୍ତି ଓମ୍‌'ମାଧ୍ୟମରେ ଆରମ୍ଭ କରିଥିଲେ । ଦୀପିକା କୁହନ୍ତି ତାଙ୍କ ସଫଳତାର ମନ୍ତ୍ର ହେଉଛି ଥ୍ରୀ ଡି ।

ଯେତେବେଳେ ସେ ବଡ ହେଉଥିଲେ ସେତେବେଳେ ତାଙ୍କ ପିତା ତାଙ୍କୁ,ସବୁବେଳେ ଥ୍ରୀ ଡି ମନେ ରଖିବାକୁ କହୁଥିଲେ । ପ୍ରଥମ ହେଲା ଡିସିପ୍ଲିନ୍‌, ଦ୍ୱିତୀୟରେ ଡେଡିକେସନ୍ ଏବଂ ତୃତୀୟରେ ଡିଟରମେଶନ୍ । ତେବେ ଆଜିର ଦିନରେ ଦୀପିକା ଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା 

  • Tags:

Subscribe

National International State Sports Entertainment