୨୦୦୦ ମସିହାରେ ଅକ୍ଷୟ କୁମାର ଏବଂ ସୁନୀଲ ଶେଟ୍ଟୀଙ୍କ ଫିଲ୍ମ 'ଧଡକନ' ସିନେମା ହଲରେ ମୁକ୍ତିଲାଭ କରିଥିଲା। ଧର୍ମେଶ ଦର୍ଶନଙ୍କ ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ସିନେମା ୨୫ ବର୍ଷ ପରେ ପୁଣିଥରେ ପରଦାକୁ ଆସିବାକୁ ଯାଉଛି Read More >
ବଲିଉଡର ସବୁଠାରୁ ପ୍ରତିଷ୍ଠିତ ଲୋକପ୍ରିୟ କମେଡି ଫିଲ୍ମ ‘ହେରା ଫେରି’ର ଦ୍ୱିତୀୟ ଭାଗ ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ଏହି ମୁଭିରେ ଅକ୍ଷୟ କୁମାର, ସୁନୀଲ ସେଟ୍ଟୀ ଏବଂ ପରେଶ ରାୱଲଙ୍କ ଜୀବନ୍ତ ଅଭିନୟ ଆଜି ବି ଲୋକଙ୍କ ମୁହଁରେ ହସ ଆଣିଦେଉଛି Read More >
ହରିଣ ଶିକାର କରିବା ଘଟଣାରେ ସଲମାନଙ୍କ ସମସ୍ୟା ବଢିଯାଇଛି । ଏହି ମାମଲାର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଖାଲି ଏତିକି ନୁହଁ ଏହି ମାମଲାରେ ନିର୍ଦ୍ଦୋଷ ଥିବା ସୈଫ ଅଲ୍ଲୀ ଖାନ୍ , ନୀଲମ, ତବୁ ଏବଂ ସୋନାଲି ବେନ୍ଦ୍ରେଙ୍କ ସମସ୍ୟା ମଧ୍ୟ ବଢିଯାଇଛି Read More >
ସୁପରଷ୍ଟାର ରାମ ଚରଣ ଲଣ୍ଡନର ମାଡାମ ତୁସାଦରେ ତାଙ୍କର ପ୍ରତିମା ଉନ୍ମୋଚନ କରିଛନ୍ତି । ଯାହାକି ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷଣ କରିଥିଲା। ତାଙ୍କର ଷ୍ଟାଇଲିସ୍ ଲୁକ୍ ପ୍ରଶଂସକ ମାନଙ୍କୁ ପ୍ରଭାବିତ କରିଥିଲା Read More >
କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୫ ଆରମ୍ଭ ହୋଇଛି। ସେଲିବ୍ରିଟି ମାନେ ନଜ ନିଜର ଲୁକସ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । କାନ୍ସର ପ୍ରଥମ ଦିନରେ ଅଭିନେତ୍ରୀ ଉର୍ବଶୀ ରାଉତେଲା ନଜର ଆସିଥିଲେ Read More >
ଟିଭିରୁ ବଲିଉଡରେ ପହଞ୍ଚିଥିବା ଅଭିନେତ୍ରୀ ଅବନୀତ କୌର ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ଲଣ୍ଡନରେ ହଲିଉଡ୍ ଷ୍ଟାର ଟମ୍ କ୍ରୁଜ୍ଙ୍କ ମାଷ୍ଟରକ୍ଲାସରେ ଅଂଶଗ୍ରହଣ କରିଥିଲେ Read More >
ୱାର- ୨ ଗୋଟିଏ ଆକ୍ସନ ଏବଂ ଗୋଟିଏ ଥ୍ରୀଲର ମୁଭି ଅଟେ । ଏହି ଫିଲ୍ମ ଜରିଆରେ ଜୁନିୟର ଏନଟିଆର ଏବଂ ହ୍ରିତକ୍ ରୋଷନ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ Read More >
ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିଲେ Read More >
ମାତ୍ର ୬୫ ବର୍ଷ ବୟସ ବିଦାୟ ନେଇଛନ୍ତି ଜାତୀୟ ପୁରସ୍କାର ବିଜେତା ମେକଅପ୍ କଳାକାର ବିକ୍ରମ ଗାୟକୱାଡ । ତାଙ୍କ ବିୟୋଗରେ ଆମିର୍ ଖାନଙ୍କ ଠାରୁ ଆରମ୍ଭ କରି ରଣବୀର ସିଂହ ପର୍ଯ୍ୟନ୍ତ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି Read More >
ଆରସିବି ବନାମ କେକେଆର , ବର୍ଷା ପାଇଁ ଟସ ବିଳମ୍ବ
ରାଜ୍ୟ କଂଗ୍ରେସର କୋଷାଧ୍ୟକ୍ଷ ହେଲେ ସିଦ୍ଧାର୍ଥ ସ୍ୱରୂପ ଦାଶ, ଉପ ସଭାପତି ତାଲିକାରେ ୭ ନେତା
ଚିକିତ୍ସା ଅବହେଳାରୁ ବ୍ୟକ୍ତିଙ୍କ ମୃତ୍ୟୁ
ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୪.୨