ଇତିହାସ ରଚିଲା ମଣିପୁରୀ ଫିଲ୍ମ 'ବୁଙ୍ଗ'। ଫରାସୀ ଚଳଚ୍ଚିତ୍ର "ଆର୍କୋ", ହଲିଉଡ୍ ଆକ୍ସନ୍ ମୁଭି "ଲିଲୋ ଆଣ୍ଡ୍ ଷ୍ଟିଚ୍" ଏବଂ ହଲିଉଡ୍ ଆନିମେଟେଡ୍ କମେଡି "ଜୁଟୋପିଆ-୨"କୁ ପଛରେ ପକାଇଛି 'ବୁଙ୍ଗ'। ନିଜ ନିଚ୍ଛକ କାହାଣୀ ପାଇଁ ପାଇଲା ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟସ୍ (ବାଫ୍ଟା)୨୦୨୬ ଆୱାର୍ଡ। ବୁଙ୍ଗର ବାଫ୍ଟା ବିଜୟ ଭାରତୀୟ ସିନେମା ପାଇଁ ଏକ ପ୍ରମୁଖ ସଫଳତା।
Read More >