ଏଣିକି ଖରାଛୁଟିରେ ବିଦ୍ୟାଳୟରେ ଏକ୍ସଟ୍ରା କ୍ଲାସ କରିବେ ଶିକ୍ଷକ
Khabar Odisha:State-Odisha-Extra-Class-will-be-held-on-summer-Vacation-in-Odisha
ଭୁବନେଶ୍ୱର, ଜାନୁଆରୀ ୦୯(ଖବର ଓଡ଼ିଶା):

ଖରାଛୁଟିରେ ସ୍କୁଲରେ ପିଲାଙ୍କ ପାଇଁ ହେବ ଏକ୍ସଟ୍ରା କ୍ଲାସ । ଏଣିକି ଖରାଛୁଟିରେ ମଧ୍ୟ ଶିକ୍ଷକ ପାଠପଢାରେ ଦୁର୍ବଳ ପିଲାଙ୍କୁ କରିବେ କ୍ଲାସ। 

ଗ୍ରୀଷ୍ମ ଅବକାଶରେ ବିଦ୍ୟାଳୟରେ ଚାଲିବ ସ୍ୱତନ୍ତ୍ର କ୍ଲାସ । ଖରାଛୁଟିରେ ପାଠପଢାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କ କ୍ଲାସ ନେବେ ଶିକ୍ଷକ । ଉଜ୍ଜ୍ୱଳ, ଉତଥାନ, ଉତ୍କର୍ଷ ମାଧ୍ୟମରେ ପାଠ ପଢାଇବେ ଶିକ୍ଷକ । ଛୁଟି ସମୟରେ ମଧ୍ୟ ଶିକ୍ଷକମାନଙ୍କ ରୋଟେସନ ଡ୍ୟୁଟି ଥାଏ । ସେହି ସମୟରେ ଡ୍ୟୁଟିକୁ ଆସୁଥିବା ଶିକ୍ଷକ ଏକ୍ସଟ୍ରା କ୍ଲାସ ନେବେ । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

  • Tags:

Subscribe

National International State Sports Entertainment