ଗୁରୁଙ୍କୁ ନ ମଣିବ ନର ଗୁରୁ ହିଁ ସାକ୍ଷାତ ଈଶ୍ବର। ଗୁରୁଙ୍କୁ ଭଗବାନଙ୍କ ସହିତ ତୁଳନା କରାଯାଏ। ଶିକ୍ଷା ହେଉ କି କ୍ରୀଡ଼ା, ଜୀବନର କୌଣସି ବି କ୍ଷେତ୍ର ହେଉ ଜଣେ ଶିକ୍ଷାର୍ଥୀଙ୍କ ଜୀବନରେ ଗୁରୁ ନିଶ୍ଚେ ଥାଆନ୍ତି। ବାପା ମା ଆମକୁ ଦୁନିଆକୁ ଆଣିଥିଲେ ମଧ୍ୟ ଦୁନିଆରେ ଚାଲିବା ତଥା ଜ୍ଞାନ ଆହରଣ ଦିଗରେ, ଗୁରୁ ତୁଲାଇଥାନ୍ତି ଏକ ମୁଖ୍ୟ ଭୂମିକା।
Read More >