୨୭ରେ ଏଏସଓ ପରୀକ୍ଷା, ବନ୍ୟା ଯୋଗୁଁ ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚିଥିଲା ଭୁବନେଶ୍ୱର, ଅଗଷ୍ଟ ୨୦(ଖବର ଓଡିଶା): Share story: ୨୭ ତାରିଖରେ ହେବ ଏଏସଓ ପରୀକ୍ଷା । ବନ୍ୟା ଯୋଗୁଁ ଘୁଞ୍ଚିଥିବା ଏଏସଓ ପରୀକ୍ଷା ୨୭ ତାରିଖରେ ହେବ । ତେବେ ୨୧ରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖରେ ହେବ । ତେବେ ଏଏସଓ ପରୀକ୍ଷା ୨୭ ତାରିଖରେ ହେବ ବୋଲି ଓପିଏସସି ଅଧ୍ୟକ୍ଷ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ୨୭ ତାରିଖ ଶନିବାର ୩ଟି ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ୧୦ଟା ୩୦ରେ ଜେନେରାଲ ଆୱାରନେସ୍ ହେବ । ଖବର ଓଡ଼ିଶା, Reporter, 20/08/2022