୨୭ରେ ଏଏସଓ ପରୀକ୍ଷା, ବନ୍ୟା ଯୋଗୁଁ ୨୧ ତାରିଖରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚିଥିଲା
Khabar Odisha:ASO-exam-on-27th-due-to-flood-on-21st-was-moved
ଭୁବନେଶ୍ୱର, ଅଗଷ୍ଟ ୨୦(ଖବର ଓଡିଶା):

୨୭ ତାରିଖରେ ହେବ ଏଏସଓ ପରୀକ୍ଷା । ବନ୍ୟା ଯୋଗୁଁ ଘୁଞ୍ଚିଥିବା ଏଏସଓ ପରୀକ୍ଷା ୨୭ ତାରିଖରେ ହେବ । ତେବେ ୨୧ରେ ହେବାକୁ ଥିବା ପରୀକ୍ଷା ୨୭ ତାରିଖରେ ହେବ । 

ତେବେ ଏଏସଓ ପରୀକ୍ଷା ୨୭ ତାରିଖରେ ହେବ ବୋଲି ଓପିଏସସି ଅଧ୍ୟକ୍ଷ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ୨୭ ତାରିଖ ଶନିବାର ୩ଟି ସିଟିଂରେ ପରୀକ୍ଷା ହେବ । ସକାଳ ୯ଟାରୁ ୧୦ଟା ୩୦ରେ ଜେନେରାଲ ଆୱାରନେସ୍ ହେବ ।

  • Tags:

Subscribe

National International State Sports Entertainment