ରାୟଗଡ଼ା: କାଶୀପୁରରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଡକାୟତ ଗ୍ୟାଙ୍ଗଙ୍କ ଡକାୟତି ଯୋଜନା ପଣ୍ଡ । ଲୁଟ ପାଇଁ ଉଦ୍ୟମ କରିବା ବେଳେ କାବୁ କରିଛି ପୋଲିସ । ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । Read More >
କେନ୍ଦୁଝର: କେନ୍ଦୁଝରରେ ପୁଣି ଗର୍ଜିଛି ପୋଲିସ ଗୁଳି । ପୋଲିସକୁ ଚକମା ଦେଇ ଫେରାର ହେବାକୁ ବସିଥିବା ଲୁଟେରାକୁ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକ ଏନକାଣ୍ଟରରେ ଆହତ ହୋଇଛନ୍ତି । ତାକୁ ଧରଣୀଧର ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । Read More >
ଭୁବନେଶ୍ୱର: ଅନ୍ୟାୟ ଶିକାର ହୋଇଛନ୍ତି ଖୋଦ ନ୍ୟାୟମୂର୍ତ୍ତୀ । ଅନ୍ୟକୁ ନ୍ୟାୟ ଦେଉଥିବା ନ୍ୟାୟମୂର୍ତ୍ତୀ ସହିଛନ୍ତି ଯୌତୁକ ନିର୍ଯ୍ୟାତନା । ଭୁବନେଶ୍ୱରରେ ଜଣେ ମହିଳା ବିଚାରପତିଙ୍କୁ ଯୌତୁକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ ହୋଇଛି । Read More >
ନବରଙ୍ଗପୁର: ଗୋଟିଏ ପଟେ ରାଜ୍ୟରେ ଝିଅମାନେ ରଜ ପାଳୁଥିବାବେଳେ ଆଉ ଗୋଟିଏ ଜଣେ ଯୁବତୀଙ୍କ ସହିତ ହୋଇଛି ଦୁଷ୍କର୍ମ ସହିତ ବିଭତ୍ସ ହତ୍ୟା । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ଘଟିଛି ଲୋମହର୍ଷଣକାରୀ ଘଟଣା । Read More >
ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣ୍ଡିଆ ପାଣ୍ଡରାସିଂହା ଛକ ନିକଟରେ ରବୀନ୍ଦ୍ର ନାୟକଙ୍କ ହତ୍ୟା ମାମଲାରେ ବଡ଼ ଖୁଲାସ କରିଛନ୍ତି ଏସଡିପିଓ । ବଡ଼ ଭାଇର ପ୍ରେମ ସମ୍ପର୍କରେ ସାନ ଭାଇ ବଳି ପଡ଼ିଛି । ମୁଖ୍ୟ ଅଭିଯୁକ୍ତ ଦିଲ୍ଲୀପ କୁମାର ମନ୍ତ୍ରୀଙ୍କ ପତ୍ନୀ ଏବଂ ରବୀନ୍ଦ୍ରଙ୍କ ବଡ଼ ଭାଇଙ୍କ ପ୍ରେମ ସମ୍ପର୍କ ପାଇଁ ହତ୍ୟାକାଣ୍ଡ ଘଟିଛି । Read More >
ବଲାଙ୍ଗିର: ସରୁନି ଦାଦନ ଦୁଃଖ । ବାଲାଙ୍ଗିର ଜିଲ୍ଲା ଦାଦନ ଶ୍ରମିକଙ୍କ ନିର୍ଯାତନାର କାହାଣୀ କମିବାର ନାଁ ଧରୁନାହିଁ । ପେଟ ପାଇଁ ଘର ପରିବାର ଛାଡ଼ି ରାଜ୍ୟ ବାହାରେ ଦାଦନ ଖଟୁଥିବା ଓଡ଼ିଆଙ୍କୁ ଦିଆଯାଉଛି ଅକଥନୀୟ ନିର୍ଯ୍ୟାତନା । Read More >
medical-student-chandraka-death-case-dcp-says-chandrakas-death-is-for-bhimsen Read More >
ବିହାରରେ ଅପରାଧୀମାନେ ସାହସ ଦେଖାଇଛନ୍ତି। ଏହାର ସଦ୍ୟତମ ଉଦାହରଣ ପାଟନା ଜିଲ୍ଲାରେ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଅପରାଧୀମାନେ ଏକ ସୂଚନା ଆଧାରରେ ଅପରାଧୀଙ୍କୁ ଗିରଫ କରିବାକୁ ଯାଇଥିବା ପୋଲିସ ଦଳ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ଦୁଇଜଣ କର୍ମଚାରୀ ହୋଇଥିଲେ। Read More >
cbi-arrests-mcl-security-inspector-for-taking-bribe-in-odisha Read More >
stone-hurled-bdos-vehicle-in-odishas-nayagarh-officer-alleges-prior-threats Read More >
ଭୁବନେଶ୍ୱର: ଦୀର୍ଘ ଦିନ ୮ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ଆଖି ବୁଜିଛନ୍ତି ମୋଟର ଭେହିକିଲ୍ କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳୁ ଆଶୁତୋଷଙ୍କର ମୃତ୍ୟୁ ହୋଇଥିବାର ତାଙ୍କ ଭଉଣୀ ସୂଚନା ଦେଇଛନ୍ତି । Read More >
କେନ୍ଦ୍ରାପଡ଼ା: ସ୍ପଷ୍ଟ ଦିବାଲୋକରେ ଲୁଟ । ବନ୍ଧୁକ ମୁନରେ ମହିଳାଙ୍କଠାରୁ ଲୁଟି ନେଲେ ସୁନା ଚେନ୍ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାହାକଣ୍ଡିଆ ପୋଲଠାରେ ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ପ୍ରାୟ ଅଢେଇ ଭରିର ସୁନା ଚେନ୍ ଲୁଟି ନେଇ ଫେରାର୍ ହୋଇଯାଇଛନ୍ତି ଦୁର୍ବୃତ୍ତ l Read More >
ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର: ଏଡିଏମଓ
ନାଗରିକତା ପାଇଁ 'ଆଧାର' କାର୍ଡର ଅପବ୍ୟବହାର କରୁଛନ୍ତି କି ଅନୁପ୍ରବେଶକାରୀ କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ଭତ୍ତାକୁ ନେଇ ବଡ଼ ଆଶ୍ୱସ୍ତି: ଖୁବଶୀଘ୍ର ଖାତାକୁ ଆସିବ ବକେୟା ଟଙ୍କା, ୩ ମାସର ଭତ୍ତା ଏକାଥରେ ମିଳିପାରେ
ଭବାନୀପୁର ନିର୍ବାଚନୀ ଫଳାଫଳରେ ଅସନ୍ତୁଷ୍ଟ ମମତା, ହାଇକୋର୍ଟରେ କଲେ ଆବେଦନ