ବେଙ୍ଗାଲୁରୁରେ ଗତ ରବିବାର ଦିନ ଏକ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ୱିଲସନ୍ ଗାର୍ଡେନ୍ ଅଞ୍ଚଳରେ ଜଣେ ଜିପ୍ ମେକାନିକ୍ଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣାରେ ୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ମୃତକଙ୍କ ନାମ ରସିଦ୍ ପାଶା। ଅଭିଯୁକ୍ତମାନେ ତାଙ୍କୁ ବାଉଁଶ ବାଡ଼ିରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
Read More >