ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲା ୧୩ ଲକ୍ଷ ଟଙ୍କାର ବ୍ରାଉନସୁଗର, ଦୁଇ ଚୋରା ଚାଲଣାକାରୀଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ
Khabar Odisha:Bhubaneswar-130-gram-brown-sugar-worth-Rs-13-lakh-seized-by-Mancheswar-police
ଭୁବନେଶ୍ୱର, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

କିଛି ଦିନର ଅବ୍ୟାହତି ପରେ ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ଧଳାଜହର କାରବାର । ମହାମାରୀ କରୋନା ସମୟରେ ପୁଣି ଥରେ ରାଜଧାନୀରେ ଦିନକୁ ଦିନ ବଢିଚାଲିଛି ବ୍ରାଉନସୁଗାର କାରବାର । ରାଜଧାନୀରୁ ଆଜି ପୁଣି ୧୩ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ରାଜଧାନୀରୁ ଏତେ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହିତ, ୨ ଜଣ ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ୍‌ ।

ଭୁବନେଶ୍ୱର ସହିଦନଗର ଅଞ୍ଚଳରୁ ଏସବୁ ଜବତ କରାଯାଇଥିବା ଜଣାପଡିଛି । ଏନେଇ ଅଧିକ ଖୋଳତାଡ ଆରମ୍ଭ କରିଛି କମିଶନରେଟ ପୋଲିସ । 

  • Tags:

Subscribe

National International State Sports Entertainment