ପୁରୀ: କୁକୁଡା ମାନଙ୍କୁ ବାଡଫ୍ଲୁ ପଜେଟିଭ ଚିହ୍ନଟ ହେବାପରେ ପୁରୀ ଜିଲ୍ଲାରେ ରାପିଡ ଆକ୍ସନ ଟିମ ତରଫରୁ କୁକୁଡାମରା ଅଭିଜାନ ଜାରିରହିଥିବା ଦେଖିବାକୁ ମିଳିଛି। ଜିଲ୍ଲାର ପିପିଲି, ନିମାପଡା, ଡେଲାଙ୍ଗ, ସତ୍ୟବାଦୀ, କଣାସ ଭଳି ବ୍ଲକରେ ଫାର୍ମ ଗୁଡିକୁ ବିଶୋଧନ କରାଯାଇ ସଙ୍କ୍ରମିତ କୁକଡା ମାନଙ୍କୁ ମାରି ଜନବସତି ଠାରୁ ଦୁରରେ ପୋତାଯାଉଛି।
Read More >