ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର, ଲାଗିବ କୃଷି ସେସ୍
Khabar Odisha:Petrol-Diesel-price-hike
ନୂଆଦିଲ୍ଲୀ, ଫେବୃଆରୀ 01 (ଖବର ଓଡିଶା) :

ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ  । ଏବେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଥିବାବେଳେ ଆହୁରି ବଢିବ ! ଲାଗିବ କୃଷି ସେସ୍ 

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟରେ ପେଟ୍ରୋଲ ଓ ଡିଜେଲ  ଉପରେ କୃଷି ସେସ୍ ଲାଗିବ ବୋଲି ଘୋଷଣା କରିଛନ୍ତି  । ପେଟ୍ରୋଲ ଲିଟର ପିଛା ଅଢେଇ ଟଙ୍କା ଓ ଡିଜେଲ 4 ଟଙ୍କାର କୃଷି ସେସ୍  ବଢିବ । ତେବେ ଏହି ସେସ୍ ଗ୍ରାହକଙ୍କ ଉପରେ ଏବେ ପଡିବ ନାହିଁ  । କୃଷି ସେସ୍ ଲଗାଇବା ପରେ ଉତ୍ପାଦନ ଶୁଳ୍କ କମାଇଛନ୍ତି ସରକାର 

ସଂସଦରେ 2021-22 ଆର୍ଥିକ ବର୍ଷର ସାଧାରଣ ବଜେଟ  ଉପସ୍ଥାପିତ ହୋଇଛି   ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଭାରତର ସ୍ୱଦେଶୀ ଟାବଲେଟ ମାଧ୍ୟମରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି  । ପ୍ରଥମ ଥର ପାଇଁ ସଂସଦରେ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି 

  • Tags:

Subscribe

National International State Sports Entertainment