ରିଲାଏନ୍ସ ଜିଓ ଆଣିଲା ଡାଟା ପ୍ୟାକ ଅଫର: ୫୧ଟଙ୍କାରୁ ଆରମ୍ଭ, ୨୫୦ଜିବି ଯାଏଁ ଡାଟା
Khabar Odisha:Business-telecom-Relaince-Jio-data-prepaid-pack-starts-with-rupee-51-offer-240gb-data

ନୂଆଦିଲ୍ଲୀ, ଜୁନ ୨୬ (ଖବର ଓଡ଼ିଶା): ରିଲାଏନ୍ସ ଜିଓ ପାଖରେ ଅନେକ ପ୍ରକାରର ଡାଟା ଏଡ ଅନ ପ୍ୟାକ ଅଛି । ଏହାର ଦର ୫୧ ଟଙ୍କାରୁ ଆରମ୍ଭ ହୋଇଥାଏ । କଂପାନୀର ଡାଟା ପ୍ୟାକରେ ୨୪୦ ଜିବି ପର୍ଯ୍ୟନ୍ତ ଡାଟା ମିଳିଥାଏ । 

ନିକଟରେ ୪୦୧ ଟଙ୍କା, ୨୫୯୯ ଟଙ୍କା ଓ ୨୩୯୯ଟଙ୍କାଯୁକ୍ତ ପ୍ରିପେଡ ପ୍ୟାକ ଲଞ୍ଚ ହୋଇଛି । ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ପରିଚାଳିତ ଜିଓ ପାଖାରେ ଏଭଳି ଡାଟା ଏଡ ଅନ ପ୍ୟାକ ମଧ୍ୟ ଅଛି, ଯାହାକି ୟୁଜର୍ସଙ୍କ ଡାଟାର ଚାହିଦାକୁ ପୂରା କରିବାରେ କ୍ଷମତା ଅଛି । 

୧୨୦୮ ଟଙ୍କାର ପ୍ୟାକର ବୈଧ ହେଉଛି ୨୪୦ ଦିନ । ଏହି ପ୍ୟାକରେ ମୋଟ ୨୪୦ ଜିବି ହାଇସ୍ପିଡ ଡାଟା ମିଳିଥାଏ । ୩୦ ଜିବି ଡାଟା ପ୍ରତି ସାଇକେଲରେ ମିଳିଥାଏ । ଏହା ପରେ ଡାଟା ସ୍ପିଟ ହ୍ରାସ ପାଇ ୬୪କେବିଏସ ରହିଥାଏ । ଜିଓର ଏହି ପ୍ୟାକରେ ଭଏସ ଅଥବା ଏସଏମଏସ ବେନିଫିଟ ମିଳି ନଥାଏ । ଜିଓ ଆପ୍ସର ସବସକ୍ରିପଶନ ମାଗଣା । ଏହା ବ୍ୟତୀତ ଡିଜ୍ନି ସହି ହଟଷ୍ଟାର ମାଗଣା ୧ ବର୍ଷ ପାଇଁ ସବସସ୍କ୍ରିପଶନ ପ୍ୟାକ ମିଳିଥାଏ । 

 

  • Tags:

Subscribe

National International State Sports Entertainment